Odia News Portal
Browsing Tag

swadhikar news

କାର୍ଯ୍ୟକାରୀ ହେବ ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା

ସ୍କୁଲରେ ଡ୍ରପ୍‌ ଆଉଟ ରୋକିବାକୁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ନାମକ ଏକ ନୂଆ ଯୋଜନା କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟର ନୂଆ ବିଜେପି ସରକାର। ଆଜି ବିଧାନସଭାରେ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବା ବେଳେ ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି

ନବୀନ ସରକାର ବେଳର ଏହିସବୁ ଯୋଜନାର ନାଁ ବଦଳାଇଲେ ମୋହନ ମାଝି

ମୋହନ ମାଝି ସରକାର ଗୁରୁବାର ଦିନ ଓଡିଶାରେ ପୂର୍ବ ବିଜେଡି ଶାସନ ଦ୍ବାରା ପରିଚାଳିତ ପାଞ୍ଚଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି। ଜାଣନ୍ତୁ କେଉଁ ସବୁ ଯୋଜନାର ନାମ ପରିବର୍ତ୍ତନ ହେଉଛି… କାଳିଆ ଯୋଜନାକୁ ସିଏମ୍-କିଷାନ ଯୋଜନା ଭାବରେ ନାମିତ କରାଯାଇଛି। ମିଲେଟ୍ ମିଶନ୍ ଶ୍ରୀ ଅନ୍ନ

ଛାତଉପର ସୌର ଶକ୍ତି ପ୍ରକଳ୍ପ ପାଇଁ ୧୦୦ କୋଟି ବଜେଟ ଉପସ୍ଥାପନ

ବିଧାନସଭାରେ ରାଜ୍ୟ ବଜେଟ ଆଗତ ହୋଇଛି । ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ଆମ ପ୍ରଧାନମନ୍ତ୍ରୀ ସର୍ବଦା ୪ଟି ବର୍ଗକୁ ପ୍ରାଥମିକତା ଦେଇଛନ୍ତି । ଗରିବ , ମହିଳା ,ଚାଷୀ ଓ ଯୁବପିଢିଙ୍କୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ସାମଗ୍ରିକ ବିକାଶ ପ୍ରତି ଆମର

ମହାଲିଙ୍ଗ-ଅରୁଣ ମୁହାଁମୁହିଁ

ଆଜି ବିଧାନସଭା ବଜେଟ ଅଧିବେଶନର ୪ର୍ଥ ଦିନ । ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହ କାର୍ୟ୍ୟ ସୁରୁଖୁରୁରେ ଚାଲିଥିଲା । ଆଶା କରାଯାଉଥିଲା ଆଜି ରାଜ୍ୟ ବଜେଟ ଆଗତ ହେବାକୁ ଥିବାବେଳେ ଗୃହ କାର୍ୟ୍ୟ ସୁରୁଖୁରୁରେ ଚାଲିବ । ତେବେ ତାହା ହୋଇପାରିଲା ନାହିଁ । ପୁଣି ବିଧାନସଭାରେ ଶାସକ ଓ ବିରୋଧୀ

ବାଚସ୍ପତିଙ୍କ ମାଇକ୍ ଟାଣିଲେ ତାରା

ଆଜି ବିଧାନସଭା ବଜେଟ ଅଧିବେଶନର ୪ର୍ଥ ଦିନ । ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହ କାର୍ୟ୍ୟ ସୁରୁଖୁରୁରେ ଚାଲିଥିଲା । ଆଶା କରାଯାଉଥିଲା ଆଜି ରାଜ୍ୟ ବଜେଟ ଆଗତ ହେବାକୁ ଥିବାବେଳେ ଗୃହ କାର୍ୟ୍ୟ ସୁରୁଖୁରୁରେ ଚାଲିବ । ତେବେ ତାହା ହୋଇପାରିଲା ନାହିଁ । ପୁଣି ବିଧାନସଭାରେ ଶାସକ ଓ ବିରୋଧୀ

ସ୍ପାଇଡର୍‌ମ୍ୟାନ୍କୁ ଧରିଲା ପୋଲିସ

ଭାଇରାଲ ହେବା ନିଶାରେ ଆଜିର ଯୁବପିଢ଼ି ବହୁତ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରୁଛନ୍ତି ଯାହା ସେମାନଙ୍କ ଜୀବନ ପ୍ରତି ବିପଦ ହୋଇଥାଏ । ହେଲେ ଆଜିର ଯୁବପିଢ଼ି କୁହନ୍ତି ଡର କେ ଆଗେ ଜିତ ହେ । ସେଥିପାଇଁ ସେମାନେ ପ୍ରତ୍ୟକ ଦିନ ଭାଇରାଲ ଷ୍ଟଣ୍ଟ୍‌ କରିଥାନ୍ତି। ତେବେ ଦିଲ୍ଲୀରେ ଏକ ଷ୍ଟଣ୍ଟ୍‌

ନିଟ୍‌ ପେପର ଲିକ୍‌ ମାମଲାରେ ସିବିଆଇର ବଡ ଖୁଲାସା, ୬୦ ଲକ୍ଷରେ ବିକ୍ରି ହୋଇଥିଲା ପ୍ରଶ୍ନପତ୍ର

ନିଟ୍ ପେପର ଲିକ୍ ମାମଲାରେ ସିବିଆଇର ବଡ ଖୁଲାସା। ନିଟ୍ ପ୍ରଶ୍ନପତ୍ର ୩୫ରୁ ୬୦ ଲକ୍ଷ ଟଙ୍କାରେ ହେଉଥିଲା ବିକ୍ରି । ଗୋଟିଏ ପ୍ରଶ୍ନପତ୍ରର ମୂଲ୍ୟ ୩୫ରୁ ୬୦ ଲକ୍ଷ ଟଙ୍କା ସ୍ଥିର କରାଯାଇଥିଲା । ପ୍ରାୟ ୧୫୦ ଛାତ୍ରଛାତ୍ରୀ ଏହି ପ୍ରଶ୍ନପତ୍ର କିଣିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବିହାରର

୮୧ କେ.ଜି ଗଞ୍ଜେଇ ଜବତ, ଅଟୋ ଡ୍ରାଇଭର ଗିରଫ

୮ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଅଟୋ ସହ ଡ୍ରାଇଭର ଗିରଫ l କୋରାପୁଟ ଜିଲ୍ଲା ପାଡୁଆ ଡାକବଙ୍ଗଳା ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି। ଏହା ସହ ଅଟୋ ଡ୍ରାଇଭରକୁ ପୋଲିସ ଗିରଫ କରିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ବିଶେଷ

ଲଗାଣ ବର୍ଷାରେ ଉବୁଟୁବୁ ଗୁଜୁରାଟ , ଗଲାଣି ୮ ଜଣଙ୍କ ଜୀବନ

ଲଗାଣ ବର୍ଷାରେ ଉବୁଟୁବୁ ଗୁଜୁରାଟ । ରାସ୍ତାଘାଟରେ ଲହଡି ମାରୁଛି ବନ୍ୟାପାଣି । ଗତକାଲି ଲଗାଣ ବର୍ଷା ଯୋଗୁଁ ବୃଦ୍ଧି ପାଇଛି ନଦୀର ଜଳସ୍ତର । ଏଥିପାଇଁ ରାଜ୍ୟର ଅନେକ ସ୍ଥାନ ଜଳମଗ୍ନ ହୋଇ ଅନେକ ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିସହ ବର୍ଷା ଓ ବନ୍ୟା ଯୋଗୁଁ ଅତି କମରେ ୮ ଜଣଙ୍କର

ବିମାନରେ ଲାଗିଲା ନିଆଁ, ୧୮ ମୃତ

ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ। ଟେକ୍‌ ଅଫ୍‌ ବେଳେ ବିମାନରେ ଲାଗିଲା ନିଆଁ। ଏଥିରେ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ନେପାଳରେ ଏହି ଦୁର୍ଘଟଣା ଘଟିଛି। ଆଜି କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୧୯ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା