Odia News Portal
Browsing Tag

swadhikar news

ଖୋଲିଲା ରତ୍ନଭଣ୍ଡାର

ଆଜି ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ଖୋଲାଗଲା ରତ୍ନଭଣ୍ଡାର। ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଥିବା ସୂଚନା। ଭିତର ରତ୍ନ ଭଣ୍ଡାର ତାଲା ଖୋଲିବାକୁ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ମିଳିଛି। ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି ୧୧ ଜଣ ସଦସ୍ୟ। ରତ୍ନଭଣ୍ଡାର

୨୦୨୫ ଫେବ୍ରୁଆରୀ ପର୍ଯ୍ୟନ୍ତ ଅଧ୍ୟକ୍ଷ ରହିବେ ଜେପି ନଡ୍ଡା

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ବର୍ଷ ଅର୍ଥାତ ୨୦୨୫ ଫେବ୍ରୁଆରୀ ପର୍ଯ୍ୟନ୍ତ ଦଳର ଦାୟିତ୍ୱ ସମ୍ଭାଳିବେ। ବିଜେପି ପାଇଁ ନୂଆ ଅଧ୍ୟକ୍ଷ କିଏ ହେବେ ତାକୁ ନେଇ ସ୍ପଷ୍ଟଚିତ୍ର ସାମ୍ନାକୁ ଆସୁନଥିବାରୁ ନଡ୍ଡାଙ୍କୁ ଆଉ କିଛିଦିନ ପଦ ସମ୍ଭାଳିବାକୁ ଦାୟିତ୍ୱ ଦିଆଯିବ ବୋଲି ସୂଚନା

ରତ୍ନଭଣ୍ଡାର ଭିତରକୁ ଯିବେ ୧୧ ସଦସ୍ୟ

ଆଜି ଖୋଲାଯିବ ଶ୍ରୀଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର। ତେବେ ରତ୍ନଭଣ୍ଡାର ଭିତରକୁ ୧୧ ଜଣ ସଦସ୍ୟ ଯିବେ। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ଅଧିକ୍ଷକ ରତ୍ନଭଣ୍ଡାର ଭିତରକୁ ଯିବେ। ରତ୍ନଭଣ୍ଡାର ସବ୍ କମିଟିର ଜଣେ

ଆଜି ହେବନି ଗଣତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ବଡ଼ ସୂଚନା

ରତ୍ନଭଣ୍ଡାର ଖୋଲିବା ନେଇ ବଡ଼ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି, ଆଜି ଗଣତି ହେବ ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ତ୍ନଭଣ୍ଡାର ଖୋଲିବା ନେଇ ବଡ଼ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ

ରତ୍ନଭଣ୍ଡାର ଖୋଲିବା ପାଇଁ ଆସିଲା ଆଜ୍ଞାମାଳ

ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଲା ଆଜ୍ଞାମାଳ। ରତ୍ନଭଣ୍ଡାରର ରକ୍ଷକ ହେଉଛନ୍ତି ମହାପ୍ରଭୁ ଲୋକନାଥଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ପରେ ସେବାୟତମାନେ ଆଜ୍ଞାମାଳ ଆଣିଛନ୍ତି। ମହାପ୍ରଭୁ ଲୋକନାଥ ମହାପ୍ରଭୁ, ମହାଲକ୍ଷ୍ମୀ, ବାବା ଲୋକନାଥ ଓ ମା’ ବିମଳା

ଏନ୍‌କାଉଣ୍ଟର: ୩ ଅଭିଯୁକ୍ତ ନିହତ; ବର୍ଗର କିଙ୍ଗ୍‌ଦ’ ଗୁଳିକାଣ୍ଡରେ ଥିଲେ ସମ୍ପୃକ୍ତ

ଗତ ଜୁନ୍ ମାସରେ ପଶ୍ଚିମ ଦିଲ୍ଲୀର ରଜୌରୀ ଗାର୍ଡେନ୍‌ରେ ଥିବା ବର୍ଗର କିଙ୍ଗ୍ ଆଉଟ୍‌ଲେଟ୍‌ରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କ ମଧ୍ୟରୁ ଆଜି ୩ଜଣଙ୍କୁ ନିପାତ କରିବାରେ ଦିଲ୍ଲୀ ପୁଲିସ୍ ସଫଳ ହୋଇଛି । ରିପୋର୍ଟ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ହରିୟାଣାର ସୋନିପତ୍‌ର ଖରଖୋଦା

ଦିନ ୧ଟା ୨୮ ମିନିଟ୍ ସମୟରେ ଖୋଲାଯିବ ରତ୍ନଭଣ୍ଡାର

ରତ୍ନଭଣ୍ଡାର ଖୋଲିବା ପାଇଁ ଆସିଲା ଶୁଭ ମୁହୂର୍ତ୍ତ। ଆଜି ଦିନ ୧ଟା ୨୮ ମିନିଟ୍ ସମୟରେ ରତ୍ନଭଣ୍ଡାର ଖୋଲିବ। ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ରତ୍ନଭଣ୍ଡାର ଭିତରକୁ ୫ ଜଣ ସେବାୟତ, ତଦାରଖ କମିଟି ଅଧ୍ୟକ୍ଷ ରତ୍ନଭଣ୍ଡାର ଯାଞ୍ଚ କମିଟିର

କଟକରେ ନର୍ସିଂହୋମ୍‌ରେ ଲାଗିଲା ନିଆଁ

କଟକରେ ଏକ ଘରୋଇ ନର୍ସିଂହୋମ୍‌ରେ ନିଆଁ ଲାଗିଛି। ନର୍ସିଂହୋମ୍‌ର ତୃତୀୟ ମହଲାରେ ନିଆଁ ଲାଗିଛି। ବିଦ୍ୟୁତ୍‌ ଶର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିଶମ କର୍ମଚାରୀମାନଙ୍କ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଚାଲିଛି। ପୁରୀଘାଟ ଥାନା ଅଞ୍ଚଳରେ ରହିଛି ତ୍ରିସା

ଲାଞ୍ଚ ନେବାକୁ ବିଧାୟକଙ୍କ ସମୀକ୍ଷା ବୈଠକରୁ ଉଠି ଯାଇଥିଲେ, ଧରାପଡ଼ି ଜେଲ୍ ଗଲେ

‘ଲାଞ୍ଚ ନିଅନ୍ତୁ ନାହିଁ। ପିସି କାରବାରକୁ ବନ୍ଦ କରନ୍ତୁ।’ ଦୁଇ ଦିନ ତଳେ ସମୀକ୍ଷା ବୈଠକରେ ବଲାଙ୍ଗିର ଜିଲ୍ଲାର ଅଧିକାରୀମାନଙ୍କୁ ଏହି ତାଗିଦ କରିଥିଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଗତକାଲି ଏକ ସମୀକ୍ଷା ବୈଠକରେ ଜିଲ୍ଲା ଅଧିକାରୀମାନଙ୍କୁ ସମାନ ତାଗିଦ କରିଥିଲେ ବଲାଙ୍ଗିର

ଏଏସଓଙ୍କୁ ମାଡ଼, ବର୍ଷିଲା ବିଜେଡି

 ୭ ତାରିଖ ଦିନ ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିଥିଲେ । ଏନେଇ ଏଏସଓଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦେଇଥିଲେ । କିନ୍ତୁ ଏ ନେଇ କୌଣସି ମାମଲା ହୋଇନାହିଁ । ଏ ଘଟଣା ନେଇ ବିଜେଡି ନିଜର ପ୍ରତିକ୍ରିୟା ରଖିଛି କହିଛି ଯେ, ଏ ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ