ଘରକୁ ଫେରୁଥିଲେ ମିଲ୍ ମାଲିକ; ଅପହରଣ କରିନେଲେ ଦୁର୍ବୃତ୍ତ
କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ରାଇସ ମିଲ୍ ମାଲିକଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେମିଲରୁ ଫେରିବାବେଳେ ଦୁର୍ବୃତ୍ତମାନେ କାର କାଚ ଭାଙ୍ଗି ତାଙ୍କୁ ଅପହରଣ କରିନେଇଥିବା ବୋରିଗୁମ୍ମା ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି।ନିଖୋଜ ମିଲ୍ ମାଲିକ!-->…
