ଗ୍ରୀଷ୍ମ ଆରମ୍ଭରୁ ଜଳିଲା ଜଙ୍ଗଲ, ସାଟ୍ଲାଇଟରେ ମିଳୁଛି ସୂଚନା
ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହେଉଛି କନ୍ଧମାଳ ଜିଲ୍ଲା। ଏହି ଜିଲ୍ଲା ପାହାଡ଼ ପର୍ବତ ଘେରା ଅଂଚଳ।ଜଙ୍ଗଲରେ ପରିପୂର୍ଣ୍ଣ ସାରା ଜିଲ୍ଲାରେ ବ୍ୟାପିଛି ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଗଛର ବଣ। ଏହା ସହ ଆମ୍ବ, ପଣସ, ମହୁଲ ଗଛ ମଧ୍ୟ ଭରି ହୋଇ ରହିଛି।…
