ଆସୁଛି ସାମୁଦ୍ରିକ ବାତ୍ୟା ‘କ୍ରିଷ୍ଟିନା’, ବଢ଼ୁଛି ଭୟ !
ଉପକୂଳ ଅଞ୍ଚଳରେ ବଢ଼ୁଛି ଚିନ୍ତା। ସମୁଦ୍ରରେ ଶକ୍ତି ସଂଚୟ କରୁଛି ସାମୁଦ୍ରିକ ବାତ୍ୟା ‘କ୍ରିଷ୍ଟିନା’। ପ୍ରବଳ ପବନ ଓ ଅତିବର୍ଷାର ଆଶଙ୍କା ଥିବାରୁ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସତର୍କ ରହିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ…
