ସରିଲା ପକ୍ଷୀ ଗଣନା: ଚିଲିକାରେ ୧୧ ଲକ୍ଷ ୩୨ହଜାର ପକ୍ଷୀ, ଚିହ୍ନଟ ହେଲେ ଦୁଇଟି ନୂଆ ପ୍ରଜାତି
ଓଡ଼ିଶାରେ ବାର୍ଷିକ ଶୀତକାଳୀନ ପକ୍ଷୀ ଗଣନା ଆଜି ଅନୁଷ୍ଠିତ ହୋଇଯାଇଛି। ଚିଲିକା, ଭିତରକନିକା, ହୀରାକୁଦ, ଅଂଶୁପା ପରି ପ୍ରମୁଖ ଆର୍ଦ୍ରଭୂମି ସମେତ ସମସ୍ତ ୫୧ଟି ବନଖଣ୍ଡରେ ଥିବା ଜଳାଶୟଗୁଡ଼ିକରେ ଜଳଚର ପକ୍ଷୀଙ୍କର ଗଣନା ହୋଇଥିଲା। ସକାଳ ୬ଟାରୁ ଆରମ୍ଭ ହୋଇଥିବା ପକ୍ଷୀ ଗଣନା…
