ପ୍ରତାପ ଜେନାଙ୍କ ବାସଭଵନ ଉପରେ ଆକ୍ରମଣ, ନିନ୍ଦା କଲେ ବିଜେଡି ବିଧାୟକ ଦେବୀ ତ୍ରିପାଠୀ
ରାଜ୍ୟସଭା ନିର୍ବାଚନ ପରେ ବିଜେଡି ଭିତରେ ଥିବା ବିବାଦ ଏବେ ରାସ୍ତାକୁ ଓହ୍ଲାଇଛି । ଗୋଟିଏ ପଟେ ଦଳରୁ ବହିଷ୍କାର ରାଜନୀତି ଚାଲିଥିବା ବେଳେ ଅନ୍ୟପଟେ ନେତାଙ୍କ ବାସଭବନ ଆଗରେ ବାଣ ଫୁଟା ଓ ହଙ୍ଗାମା ଯାହା କି ରାଜ୍ୟ ରାଜନୀତିକୁ ବେଶ ସରଗରମ କରିଛି । ବିଜେଡି ଉପସଭାପତି ପ୍ରତାପ ଜେନାଙ୍କ…
