ମୋଦୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ , ନିଟ୍ ପରୀକ୍ଷା ପ୍ରସଙ୍ଗରେ ଆସନ୍ତାକାଲି ସଂସଦରେ ଚର୍ଚ୍ଚା କରିବାକୁ ଦାବି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସଂସଦରେ ନିଟ୍ ପରୀକ୍ଷା ପେପର ଲିକ୍ ମାମଲାରେ ଚର୍ଚ୍ଚା ପାଇଁ ସେ ଏହି ଚିଠିରେ ସମୟ ମାଗିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ, ଆମର ଉଦ୍ଦେଶ୍ୟ ହେଉଛି ୨୪ ଲକ୍ଷ ନିଟ୍ ପରୀକ୍ଷାର୍ଥୀଙ୍କ ହିତ ପାଇଁ!-->…
