ଧର୍ମଶାଳା ବଲେ ବଲେ ଢାବାରେ ଚାଲୁଥିଲା କଣ? ଲୋକଙ୍କ ଅଭିଯୋଗ ଆସୁଥିଲେ ଆଗ ଧାଡିର ହିରୋଇନ୍
ଧର୍ମଶାଳା ବଲେ ବଲେ ଢାବାରେ ଚାଲିଥିଲା କଣ ? ସ୍ଥାନୀୟ ଲୋକଙ୍କ ଅଭିଯୋଗ ଲଜକୁ ଆସୁଥିଲେ ଆଗଧାଡିର ଅଭିନେତ୍ରୀ । ବହୁ ସେଲିବ୍ରିଟି ମଧ୍ୟ ଲଜକୁ ଆସୁଥିବା ଅଭିଯୋଗ କରିଛନ୍ତି । ଧର୍ମଶାଳା ଭବନରେ ଥିବା ବଲେ ବଲେ ଢାବା ଓ ଲଜକୁ ସିଲ କରିବା ନିର୍ଦ୍ଦେଶ ପରେ ଏଭଳି ଅଭିଯୋଗ ସବୁ ସାମ୍ନାକୁ ଆସିଛି!-->…
