ଟଳୁଛି ବିଜେଡିର ଅଭେଦ୍ୟ ଦୁର୍ଗ ! ପାଟକୁରାରେ 80 ଲୋକପ୍ରତିନିଧିଙ୍କ ଇସ୍ତଫା
ବିଜେଡିର ଅଭେଦ୍ୟ ଦୁର୍ଗ ଟଳି ପଡିବା ସ୍ଥିତିରେ ! ଗତକାଲି(ରବିବାର) ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ୮୦ଜଣ ଲୋକ ପ୍ରତିନିଧିଙ୍କ ସମେତ ଶତାଧିକ କର୍ମୀ । ବିଜୁ ବାବୁଙ୍କ ନାଁରେ ଅଣ କଂଗ୍ରେସ ଗଡ଼ ହୋଇ ରହିଆସିଥିବା ପାଟକୁରା ନିର୍ବାଚନ ମଣ୍ଡଳୀର ଦଳରୁ ନିଲମ୍ବିତ ଗରଦପୁର ବ୍ଲକ…
