ଖରାଦିନେ ଖାଆନ୍ତୁନି ଏହି ଖାଦ୍ୟ
ଦିନକୁ ଦିନ କଲବଲ କଲାଣି ତାତି । ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଏପରି ପରିସ୍ଥିତିରେ ଖରାରୁ ରକ୍ଷା ପାଇବାକୁ ସତର୍କତା ଅବଲମ୍ୱନ କରିବା ସହ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଆପଣ ଗ୍ରୀଷ୍ମ ଋତୁରେ ସୁସ୍ଥ ରହିବାକୁ!-->…
