Odia News Portal
Browsing Tag

swadhikar news

ସ୍ୱାବଲମ୍ବୀ କାରିଗରମାନଙ୍କ ପ୍ରାପ୍ୟ ବୃଦ୍ଧି କଲେ ରାଜ୍ୟ ସରକାର

ସ୍ୱାବଲମ୍ବୀ କାରିଗରମାନଙ୍କ ପ୍ରାପ୍ୟ ବୃଦ୍ଧି କଲେ ରାଜ୍ୟ ସରକାର । ପାରିଶ୍ରମିକ ୪ ହଜାର ଟଙ୍କାରୁ ୬ ହଜାର ୫ ଶହ ଟଙ୍କାକୁ ବୃଦ୍ଧି । ଏହା ଦ୍ୱାରା ୧୩ ହଜାର ସ୍ୱାବଲମ୍ବୀ କାରିଗର ଉପକୃତ ହେବେ ।

କାଳିଆ ସ୍କିମ୍ ର ଅବଧି ଆଉ ୩ବର୍ଷ କୁ ବୃଦ୍ଧି

ରାଜ୍ୟ ସରକାର ‘କାଳିଆ’ ଯୋଜନାର ଅବଧିକୁ ଆଉ ୩ବର୍ଷ ଅର୍ଥାତ୍ ୨୦୨୪-୨୫ରୁ ୨୦୨୬-୨୭ ମସିହା ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି ଓ ଏବାବଦରେ ୬୦୨୯.୭୦କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ବ୍ୟୟବରାଦ ହୋଇଛି । କେବଳ ସେତିକି ନୁହେଁ କାଳିଆ ଯୋଜନାର ହିତାଧିକାରୀ ଥିବା ଭୂମିହୀନ ଚାଷୀ ପରିବାରକୁ ଆଉ ୨ହଜାର

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ

ଶ୍ରୀମନ୍ଦିରର ନାଟମଣ୍ଡପ ମରାମତି କାର୍ଯ୍ୟ ଆଜିଠୁ ପୁଣି ଥରେ ଆରମ୍ଭ ହେଉଛି । ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା -ଏଏସ ଆଇ ପକ୍ଷରୁ ଦିନ ଗୋଟାଏରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମରାମତି ଚାଲିବ। ମାର୍ଚ୍ଚ ୨୦ ପୂର୍ବରୁ ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ମରାମତି କାମ

ଆଜି ବିଭିନ୍ନ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

୫-ଟି ଉପକ୍ରମରେ ରାଜ୍ୟରେ କ୍ରୀଡା କ୍ଷେତ୍ରରେ ରୂପାନ୍ତରୀକରଣ ହେଉଛି। କ୍ରୀଡା ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରାଯିବା ସହ ଉନ୍ନତ ଭିତ୍ତିଭୂମି ସୃଷ୍ଟି କରାଯାଉଛି । ଯୁବଗୋଷ୍ଠୀଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବାକୁ ରାଜ୍ୟବ୍ୟାପୀ କ୍ରୀଡା ଭିତ୍ତିଭୂମି ସୃଷ୍ଟି ଉପରେ ପ୍ରାଥମିକତା

ତାତିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି, କିଛି ଜିଲ୍ଲାରେ ଆଜିଠୁ ବର୍ଷା ସମ୍ଭାବନା

ଗତ କିଛି ଦିନ ଧରି ଅନୁଭୂତ ହେଉଥିବା ତାତିରୁ ଆଜି ଆଶ୍ୱସ୍ତି ମିଳିବା ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ୨୬ ତାରିଖ ଯାଏ

ଆଜିଠାରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଆଜିଠାରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା । ଚଳଚଞ୍ଚଳ ହୋଇଉଠିଛି ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ମହିମା ଗାଦୀ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୯ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସାଙ୍ଗକୁ ପୋଲିସ ଅଧିକାରୀମାନେ ମଧ୍ୟ ମେଳାରେ ସାମିଲ ହେବେ ।

ମେଣ୍ଟନାନ୍ସ ଟ୍ରେନ୍ ଇଞ୍ଜିନରେ ଅଗ୍ନିକାଣ୍ଡ

ମେଣ୍ଟନାନ୍ସ ଟ୍ରେନ୍ ଇଞ୍ଜିନରେ ଅଗ୍ନିକାଣ୍ଡ । ଯୋରନ୍ଦା ରୋଡ୍ ଷ୍ଟେସନ ନିକଟରେ ଇଞ୍ଜିନରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଲା ଇଞ୍ଜିନ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।

ବାରିପଦାରେ ପହଞ୍ଚିଲେ ରାଜନାଥ ସିଂ

ବାରିପଦାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବାରିପଦାରେ ଷ୍ଟାଡିଅମରେ ଜନସଭାକୁ ସମ୍ବୋଧିତ କରିବେ । ବାରିପଦାରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶ । ୨୪ ନିର୍ବାଚନ ପୂର୍ବରୁ ବିଜେପିର ବିଶାଳ କାର୍ଯ୍ୟକ୍ରମ । କେନ୍ଦ୍ର ସରକାରଙ୍କ ଜନ ହିତକର କାର୍ଯ୍ୟ ଓ ସଫଳତାର ବାର୍ତ୍ତା

୨୩ରୁ ଆରମ୍ଭ ହେବ ନାଟମଣ୍ଡବ ମରାମତି କାମ

ଆସନ୍ତାକାଲିଠାରୁ ନାଟମଣ୍ଡପରେ ଫାଟ ଥିବା ବିମ୍ ମରାମତି କାମ । ଏଏସ୍‌ଆଇ ଅଧୀକ୍ଷକ ଦିବିଷଦ ବ୍ରଜସୁନ୍ଦର ଗଡନାୟକଙ୍କ ସୂଚନା । ଦିନ ଗୋଟାଏରୁ ସନ୍ଧ୍ୟା ୭ ଯାଏଁ ଚାଲିବ କାମ, ମାର୍ଚ୍ଚ ୨୦ ପୂର୍ବରୁ ସାରିବା ଲକ୍ଷ୍ୟ । ଭକ୍ତଙ୍କ ଦର୍ଶନ ଓ ନୀତିକାନ୍ତିରେ କୌଣସି ଅସୁବିଧା ହେବ ନାହିଁ । କୌଣସି

ଟମାଟୋ, ଅଣ୍ଡା, ଗୁଳିମାଡକୁ ଭୟ ନାହିଁ, ଲୋକଙ୍କ ପାଖକୁ ଯିବା ପାଇଁ କେହି ଅଟକାଇ ପାରିବେ ନାହିଁ: କାର୍ତ୍ତିକ ପାଣ୍ଡିଆନ

ଦିନିକିଆ ଗଞ୍ଜାମ ଗସ୍ତରେ ଆସି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବେଲଗୁଣ୍ଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି। ଏହି ସଭାରେ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ୫-ଟି ଅଧ୍ୟକ୍ଷ । ସେ କହିଛନ୍ତି ଯେ, ସେ କାହାକୁ ଭୟ କରନ୍ତି ନାହିଁ କି ବିରୋଧ ମଧ୍ୟରେ ସେ ଲୋକଙ୍କ