ଭଦ୍ରକ ଜିଲ୍ଲାରେ ୧୨୯ ଡାକ୍ତର ପଦବି ଖାଲି, ନୂଆ ନିଯୁକ୍ତି ହେଲେ ୪
ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଉପରେ ଜିଲ୍ଲାର ୧୮ ଲକ୍ଷରୁ ଅଧିକ ଲୋକ ନିର୍ଭର କରୁଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତିଦିନ ୧୫୦୦ରୁ ଅଧିକ ରୋଗୀ ଆସନ୍ତି। ଗତ ୪ ମାସ ହେବ ଡାକ୍ତରଖାନାର ନବକଳେବର ହୋଇଥିଲେ ମଧ୍ୟ ଡାକ୍ତର ନିଯୁକ୍ତିକୁ ସରକାର ଭୁଲିଯାଇଛନ୍ତି। ଜିଲ୍ଲା ମୁଖ୍ୟ…
