ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ସ୍ବପ୍ନ ହେଲା ଛାରଖାର୍, ଚୁକ୍ତିକୁ ବାତିଲ୍ କଲେ ରାଜ୍ୟ ସରକାର
ଭୁବନେଶ୍ବରରେ ମେଟ୍ରୋ ରେଳ ପ୍ରକଳ୍ପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ରାଜ୍ୟ ସରକାର ମେଟ୍ରୋ ରେଳ ପ୍ରକଳ୍ପକୁ ସଂପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି । ଏହା ଆଶାଜନକ ଲାଭ ଦେବନି, ଆଶାନୁରୂପ ଯାତ୍ରୀ ହେବେନି କହି ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏହି ପ୍ରକଳ୍ପ ନେଇ ଦିଲ୍ଲୀ ମେଟ୍ରୋ ରେଲ୍…
