Odia News Portal
Browsing Tag

swadhikar news

ଦେଶର ସମସ୍ତ ୧୯୯ଟି ଜିଲ୍ଲା କୃଷି ପାଣିପାଗ ବିଭାଗ ବନ୍ଦ କରିବ ଆଇଏମଡି, ଚାଷୀକୂଳ ପ୍ରଭାବିତ ହେବା ଆଶଙ୍କା

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦେଶର ସମସ୍ତ ୧୯୯ଟି ଜିଲ୍ଲା କୃଷି ପାଣିପାଗ ବିଭାଗକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହା ବ୍ଲକ୍ ସ୍ତରରେ ଲକ୍ଷାଧିକ ଚାଷୀଙ୍କୁ ପାଣିପାଗ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥାଏ । ଏହାଛଡ଼ା ଜିଲ୍ଲା କୃଷି ପାଣିପାଗ ବିଭାଗ ଚାଷୀ ମାନଙ୍କୁ ଫସଲ କ୍ଷତି

ଆରଏମସି ମାର୍କେଟ କମ୍ପଲେକ୍ସ ନିକଟସ୍ଥ ଵଣରୁ ନରକଙ୍କାଳ ଉଦ୍ଧାର

ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାର ଆରଏମସି ମାର୍କେଟ କମ୍ପଲେକ୍ସ ନିକଟସ୍ଥ ଵଣରୁ ନରକଙ୍କାଳ ଉଦ୍ଧାର କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି ଆଜି ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲିଆ ସ୍ଥାନକୁ ସଫା କରୁଥିଲେ। ଏହି ସମୟରେ ନରକଙ୍କାଳଟି ତଳେ

୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଦୁଇମାସ ହେଲା କନ୍ଧମାଳ ଜିଲାର ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଜାରିରହିଛି। ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ କିଛିଦିନ ପରେ ପୁଣି ଫିରିଙ୍ଗିଆ ପୁଲିସ ପ୍ରାୟ ୨୨ ଏକର ଜମିରେ ଚାଷ ହୋଇଥିବା ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛକୁ କାଟି ନଷ୍ଟ କରିଛି।

ସଂସଦରେ କାମଚଳା ବଜେଟ ଉପସ୍ଥାପନ କଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

ସଂସଦରେ ଆଜି ଉପସ୍ଥାପନ ହୋଇଛି କାମଚଳା ବଜେଟ। ମୋଦି ସରକାରର ଦ୍ୱିତୀୟ ପାଳିରେ ଏହା ଥିଲା ଶେଷ ବଜେଟ। ଅଳ୍ପ ଦିନ ପରେ ନିର୍ବାଚନ ଥିବାରୁ ଆଜି କାମଚଳା ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ କ’ଣ ସବୁ କହିଲେ ଚୁମ୍ବକରେ ପଢ଼ନ୍ତୁ।  ପ୍ରଥମ ଏବଂ

ରାଜଧାନୀରେ ଦୁଇ ସ୍କୁଲ ଛାତ୍ରୀ ନିଖୋଜ

ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଦୁଇ ସ୍କୁଲ ଛାତ୍ରୀ ନିଖୋଜ ହୋଇଥିବା ଅଭିଯୋଗ। ଘାଟିକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳର ଦୁଇ ଛାତ୍ରୀ ନିଖୋଜ ଥିବା ଅଭିଯୋଗ ହୋଇଛି। ଗତକାଲି ସ୍କୁଲ ଯାଇ ଦୁହେଁ ଆଉ ଘରକୁ ପେରି ନଥିଲେ । ସ୍କୁଲ ଛୁଟି ପରେ ଘରକୁ ଫେରିବା ବାଟରୁ ସେମାନେ ନିଖୋଜ ହୋଇଯାଇଥିବା

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ, କଳାଭୂମିରେ ପ୍ରତିଷ୍ଠା ହେବ ଅକ୍ଷର ଭୂମି

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ନେଇ ଅନୁଷ୍ଠିତ ହୋଇଛି ପ୍ରେସମିଟ୍ । ଏହାକୁ ସମ୍ବୋଧିତ କରିଛନ୍ତି ସଂସ୍କୃତି ମନ୍ତ୍ରୀ ଏବଂ ସଚିବ । ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ହେବ ଏହି ସମ୍ମିଳନୀ । ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ଅଧିକ ଲୋକପ୍ରିୟ କରିବାକୁ ଆଲୋଚନା ହେବ । ଆମ

ଫେବୃଆରୀ ୬ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

ଫେବୃଆରୀ ୬ ତାରିଖରେ ଓଡିଶା ଆସିବେ ସାଂସଦ ରାହୁଲ ଗାନ୍ଧୀ। ୬ ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କୁ ସ୍ବାଗତ କରାଯିବ। ୩ଟି ସାଙ୍ଗଠନିକ ଜିଲ୍ଳାରେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ରହିଛି। ରାଉରକେଲା , ସୁନ୍ଦରଗଡ ଏବଂ ଝାରସୁଗୁଡାରେ ୭ ଏବଂ ୮ ତାରିଖରେ

୩ କେଜି ଗଞ୍ଜେଇ ଜବତ ; ଜଣେ ଅଭିଯୁକ୍ତ ଗିରଫ

ମଞ୍ଚେଶ୍ବର ଥାନା ଅଧୀନ ରୟାଲ କଲେଜ ୱାଟର ଟ୍ୟାଙ୍କ ନିକଟରେ ଚାଲିଥିଲା ବେଆଇନ ଗଞ୍ଜେଇ ବିକ୍ରି । ଖବରପାଇ ମାଡି ବସିଲା ପୋଲିସ,ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ ଜଣକ ହେଲା ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁର ଗ୍ରାମର ବଳିଆ ଓରଫ ପୂର୍ଣ୍ଣଚନ୍ଦ୍ର ଦାସ । ସୂଚନା ଅନୁଯାୟୀ,

ସଙ୍କଟରେ ପଡ଼ିଛନ୍ତି ଗଜରାଜ

କେତେବେଳେ ହାତୀ ମଣିଷର ଜୀବନ ନେଉଛି ତ ଆଉ କେଉଁଠି ମଣିଷ ଯୋଗୁଁ ହାତୀର ମୃତ୍ୟୁ ହେଉଛି । ଏବେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଏକ ହାତୀ ଛୁଆର ମୃତଦେହ ଠାବ କରାଯାଇଛି । ମୃତ ହାତୀ ଛୁଆଟି ଏକ ଅଣ୍ଡିରାହାତୀ ଛୁଆ ହୋଇଥିବା ବେଳେ ତାହାର ବୟସ ୨ବର୍ଷ ହେବ ବୋଲି ଅନୁମାନ କରାଯାଇଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ବୁଲିଲା ଖଣ୍ଡା; ୪ ଆହତ

ରାଜଧାନୀର ରାଜରାସ୍ତାରେ ବୁଲିଲା ଖଣ୍ଡା, ଭୁଜାଲି। ରାସ୍ତାରେ ଯାଉଥିବା ଲୋକେ ଯିଏ ଯୁଆଡେ ଯାଉଥିଲେ କିଛି ସମୟ ପାଇଁ ଅଟକିଗଲେ। କିଛି ସମୟ ରାଜ ରାସ୍ତା ପାଲଟିଲା ରଣକ୍ଷେତ୍ର। ପୁଲିସ ପହଞ୍ଚିବା ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏପରି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ଜାଗମରା ନୂଆ ରୋଡରେ