ସାଇବର ଠକ ଲୁଟିଲେ ୧୨ ଲକ୍ଷ
ଜୁଆଖେଳ ଭଳି ଲୋଭ ଦେଖାଉଛନ୍ତି ସାଇବର ଠକ। ରାତାରାତି ଲକ୍ଷପତି ହେବାର ସ୍ବପ୍ନ ଦେଖାଇ ଲୋକଙ୍କୁ ଲୁଟୁଛନ୍ତି। ଘରେ ବସି ସହଜ ଉପାୟରେ ରୋଜଗାର ଆଶା ଦେଖାଇ ଟଙ୍କା ବିନିଯୋଗ ନାଁରେ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏମିତି ଅନେକ ଯୁବକ, ଯୁବତୀ ଠକେଇର ଶିକାର ହୋଇ ଥାନାର ଦ୍ବାରସ୍ଥ!-->…
