Odia News Portal
Browsing Tag

swadhikar news

ଗାଁ ମୁହାଁ ଆଉ ଏକ ବାଘ ! ନୂଆପଡ଼ାରେ ସରୁନି ବାଘ ଆତଙ୍କ

ଗାଁ ମୁହାଁ ଆଉ ଏକ ବାଘ ! ନୂଆପଡ଼ାରେ ସରୁନି ବାଘ ଆତଙ୍କ । ସଦର ରେଞ୍ଜ ଧରମବନ୍ଧା ସେକ୍ସନ କୋଦପାଲି ଗାଁରେ ବାଘ ଆତଙ୍କ ଦେଖାଦେଇଛି । ଗତକାଲି ଏକ କଲରାପତରିଆ ବାଘ ଗାଁରୁ ଧରାପଡ଼ିଥିବା ବେଳେ ଆଜି ଆଉ ଏକ ବାଘ ଗାଁ ମୁହାଁ ଆସୁଥିବା ଲୋକେ ଦେଖିବାକୁ ପାଇଛନ୍ତି । ଏହା ପରେ ଗାଁରେ ଆତଙ୍କ

ଆଜିଠୁ ଝାରସୁଗୁଡ଼ା – କୋଲକାତା ବିମାନ ସେବା, କାଲିଠୁ ଭୁବନେଶ୍ୱର-ଜୟପୁର ଦ୍ୱିତୀୟ ବିମାନ ଚଳାଚଳ

ଆଜି ଝାରସୁଗୁଡ଼ାରୁ କୋଲକାତାକୁ ବିମାନ ସେବା ଆରମ୍ଭ ହେବ । ଇଣ୍ଡିଗୋ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ। ସନ୍ଧ୍ୟା ୫ଟା ୫୦ରେ କୋଲକାତାରୁ ବିମାନ ବାହାରି ସଂଧ୍ୟା ୭ଟା ୨୫ରେ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବ । ରାତି ୯ଟା ୨୦ମିନିଟରେ କୋଲକାତା ଅଭିମୁଖେ

ଜନ୍ମଦିନରେ ବିରାଟଙ୍କ ଶତକ

ନିଜର ଜନ୍ମଦିନରେ ଭାରତର କୋଟି କୋଟି କ୍ରିକେଟପ୍ରେମୀଙ୍କ ଏକ ସ୍ମରଣୀୟ ଶତକ ଉପହାର ଦେଇଛନ୍ତି ବିରାଟ କୋହଲି । ଏହା ସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ ଦିନିକିଆ ଶତକର ସମକକ୍ଷ ହୋଇଛନ୍ତି ବିରାଟ । ବିରାଟଙ୍କ ଏହି ଶତକ ବଳରେ କୋଲକାତାର ଐତିହାସିକ ଇଡେନ ଗାଡେନ୍ସରେ

ଘରେ ପଶି ମହିଳା ସରକାରୀ ଅଧିକାରୀଙ୍କୁ ଛୁରି ଭୁସି ହତ୍ୟା କଲେ ଦୁର୍ବୃତ୍ତ

କର୍ଣ୍ଣାଟକ ସରକାରଙ୍କ ଅଧୀନରେ ଭୂତତ୍ତ୍ବବିତ୍‌ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ବେଙ୍ଗାଲୁରୁସ୍ଥିତ ତାଙ୍କ ବାସଭବନରେ ଛୁରି ଭୁସି ହତ୍ୟା କରାଯାଇଥିବା କଥା ଆଜି ପୁଲିସ କହିଛି। ପୁଲିସ କହିଛି, କର୍ଣ୍ଣାଟକ ସରକାରଙ୍କ ଖଣି ଓ ଭୂତତ୍ତ୍ବ ବିଭାଗରେ ଉପନିର୍ଦେଶକା ଥିବା ପ୍ରତିମା

ଛତିଶଗଡ ନିର୍ବାଚନ ପାଇଁ କଂଗ୍ରେସ ଜାରିକଲା ଘୋଷଣାପତ୍ର

ଛତିଶଗଡ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ବିଜେପି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲୋଭନୀୟ ପ୍ରତିଶ୍ରୁତି ଦେଉଥିବା ବେଳେ କଂଗ୍ରେସ ତରଫରୁ ଆଜି ଭୋଟରଙ୍କ ପାଇଁ ଘୋଷଣା ପତ୍ର ଜାରି କରାଯାଇଛି । ଆସନ୍ତୁ ଜାଣିବା ଭୋଟରଙ୍କ ପାଇଁ ଛତିଶଗଡ

ନଭେମ୍ବର ୨୧ରୁ ବିଧାନସଭା ଶୀତ ଅଧିବେଶନ । ଡିସେମ୍ବର ୩୦ ଯାଏଁ ଚାଲିବ ଶୀତ ଅଧିବେଶନ

ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ନଭେମ୍ବର ୨୧ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହେଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି ।

ଗିରଫ ହେଲେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ

ବିବାଦ ବଢ଼ିବାରୁ ଓଡ଼ିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କଲା ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ମହିଳା ସାମ୍ୱାଦିକ ଦେବସ୍ମିତା ରାଉତଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କୁ ପୁଲିସ୍‌ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି ଜୋନ୍‌-୧ ଏସିପି ମାନସ ଗଡ଼ନାୟକ। ତାଙ୍କ ବିରୋଧରେ ପୁଲିସ ଆଇପିସି

ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହେବ ଲେଜର ସ୍କାନିଂ

କାର୍ତ୍ତିକ ପୂର୍ଣ୍ଣିମା ପରଦିନ ନଭେମ୍ବର ୨୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ । ପର୍ଯ୍ୟାୟ କ୍ରମେ ସ୍କାନିଂ କରିବାକୁ ନିଷ୍ପତ୍ତି ହୋଇଛି । ସ୍କାନିଂ ପରେ ବାହାର ରତ୍ନଭଣ୍ଡାରର ସ୍ଥିତି ଜଣାପଡ଼ିବ । ଫାଟ ଓ କେତେ ପରିମାଣରେ କ୍ଷତି ହୋଇଛି, ସେନେଇ ସ୍କାନିଂ

ନଭେମ୍ବର ୬ରୁ ଭୁବନେଶ୍ୱର-ଜୟପୁର ମଧ୍ୟରେ ଆରମ୍ଭ ହେବ ଦ୍ବିତୀୟ ବିମାନ ସେଵା

ନଭେମ୍ବର ୬ ତାରିଖରୁ ଭୁବନେଶ୍ୱର-ଜୟପୁର ମଧ୍ୟରେ ଆରମ୍ଭ ହେବ ଦ୍ବିତୀୟ ବିମାନ ସେଵା। ସପ୍ତାହକୁ ସୋମବାର ଓ ଶୁକ୍ରବାର ଏହି ଦୁଇ ଦିନ ଉଡ଼ିବ ବିମାନ। ଏନେଇ ଟ୍ବିଟ୍ କରି ସୂଚନା ଦେିଇଛି ବିମାନ ସେବା ଯୋଗାଉଥିବା ସଂସ୍ଥା ଇଣ୍ଡିଆ ଓ୍ବାନ୍ ଏୟାର। ପ୍ରାରମ୍ଭିକ ଅଫରରେ ମାତ୍ର ୨୯୯୯ ଟଙ୍କାରେ

‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ପାଇଁ ବଦଳିଗଲା ପରୀକ୍ଷା ସମୟ

ସରକାରୀ କାର୍ଯ୍ୟକ୍ରମ ଯୋଗୁଁ ବଦଳିଗଲା ସ୍କୁଲରେ ପରୀକ୍ଷା ସମୟ । ସମ୍ବଲପୁରର ଏକ ହାଇସ୍କୁଲରେ ଏମିତି କିଛି ଘଟଣା ଘଟିଛି । ସ୍ଥାନୀୟ ମାନେଶ୍ୱରୀ ବ୍ଳକ ମାଳତୀଗୁଣ୍ଡେରପୁର ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ନବମ ଓ ଦଶମ ପିଲାଙ୍କ ଷାଣମାସିକ ପରୀକ୍ଷା ଆଜି ସକାଳ ସାଢ଼େ ୧୦ଟାରୁ ଗୋଟାଏ