ପାଣ୍ଡିଆନଙ୍କୁ ବିଜେଡି ସଦସ୍ୟ ଭାବେ ସ୍ୱାଗତ କଲେ ନବୀନ
୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ବିଜେଡିରେ ସାମିଲ ହେବା ପରେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ ଜଣାଇଛନ୍ତି। ଗତ କିଛି ବର୍ଷ ହେବ ପାଣ୍ଡିଆନ ରାଜ୍ୟର ଜନସାଧାରଣଙ୍କ କଲ୍ୟାଣ ପାଇଁ କଠୋର ପରିଶ୍ରମ କରିଆସୁଛନ୍ତି। ବିଜେଡି ସଦସ୍ୟ ଭାବେ ଆଗକୁ ମଧ୍ୟ ସେ ଏଭଳି!-->…
