Odia News Portal
Browsing Tag

swadhikar news

ଭିଜିଲାନ୍ସ ଜାଲରେ ବୈପାରିଗୁଡ଼ା ଥାନା ଅଧିକାରୀ

ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ। ତାଙ୍କ ନିକଟରୁ ଏଯାଏ ଭିଜିଲାନ୍ସ ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା ଜବତ କରିଛି। ଗତକାଲି ଏକ ଘରୋଇ ବସରେ କଟକ ଆସୁଥିବାବେଳେ ଜୟପୁରରୁ ୫ କିଲୋମିଟର ଦୂର ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିଲା

ରାଜଧାନୀରେ ଧରାପଡିଲେ ଲୁଟେରା ; ଲକ୍ଷାଧିକ ଟଙ୍କାର ଅଳଙ୍କାର ଜବତ

ରାଜଧାନୀ ଭୁବନେଶ୍ୱରରେ ଗତ କିଛି ଦିନ ଧରି ଲୁଟେରାଙ୍କ ଉତ୍ପାତ ଦେଖାଦେଇଛି। ଏହା ମଧ୍ୟରେ ମଙ୍ଗଳବାର ପୁଲିସଙ୍କୁ ବଡ ସଫଳତା ମିଳିଛି। ପୁଲିସ କବଜାରେ ପଡିଛନ୍ତି ଲୁଟେରା। ବଡଗଡ ପୁଲିସ ଲୁଟେରାଙ୍କୁ କାବୁ କରି ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଟଙ୍କା ଜବତ କରିଛି। ଏମାନେ

ସାମାନ୍ୟ ବଚସାରୁ ବୋମାମାଡ

ଖୋର୍ଦ୍ଧା ଜଟଣୀ ଥାନା ତରାବୋଇ ଗାଁରେ ଗୋଷ୍ଠୀ ସଂଘର୍ଷ । ବୋମାମାଡ ଓ ଗାଡି ଭଂଗାରୁଜା । ସାମାନ୍ୟ କଥାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଗଣ୍ଡଗୋଳରୁ ଉଭୟ ଗୋଷ୍ଠୀର ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ପୂର୍ବ

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଆରମ୍ଭ କଲେ ୧୫ ଜଣିଆ ଟିମ୍‌

ଆଜିଠୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ ହୋଇଛି। ଏକ ୧୫ ଜଣିଆ ଟିମ୍‌କୁ ନେଇ ଲେଜର ସ୍କାନିଂ ଆରମ୍ଭ ହୋଇଥିବାର ଖବର ମିଳିଛି। ଏଥିରେ ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍‌ ସାମିଲ, ଏଏସଆଇ କୋର୍‌ କମିଟି ସଦସ୍ୟ ଓ ଶ୍ରୀମନ୍ଦିର ବୈଷୟିକ ଟିମ୍‌ ସାମିଲ ଅଛନ୍ତି।

ସରକାରୀ ସ୍କୁଲରେ ବି କମିବ ବସ୍ତାନୀ ବୋଝ

ଘରୋଇ ସ୍କୁଲ ପରେ ସରକାରୀ ସ୍କୁଲରେ ବି ଅଧିକ ଓଜନର ବ୍ୟାଗ ପିଲାଙ୍କ ଲାଗି ବାରଣ ହେବ । ଏଥିପାଇଁ ସ୍କୁଲ ଓ ଗଣଶିକ୍ଷାବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ସରକାରୀ ସ୍କୁଲ ଉପରେ ନଜର ରଖାଯାଇଛି । ଏହି ବ୍ୟାଗ ଯାଞ୍ଚ ପ୍ରକ୍ରିୟା ସହିତ ଘରୋଇ ସ୍କୁଲରେ ପ୍ରଥମ ପର୍ଯ୍ୟାୟରେ ଯେଉଁ

ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଯାପିତ, ବିଶିଷ୍ଟ ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧନା

ସମାଜକୁ ଯୋଡ଼ି ରଖିବାରେ ସାହିତ୍ୟ ଏକ ସେତୁ ସଦୃଶ । ତିନିଦିନିଆ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଯାପନୀ ଉପଲକ୍ଷେ ରବିବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟକୁ ନେଇ ଏଭଳି ବ୍ୟାଖ୍ୟା କରିଛନ୍ତି ବିଶିଷ୍ଟ ପଞ୍ଜାବୀ ସାହିତ୍ୟିକ ଡକ୍ଟର ସୁରଜିତ୍ ପତର । କଂକ୍ରିଟ୍ ତିଆରି ସେତୁ ନଦୀକୁ

ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ

ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି ।ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘ ଦ୍ୱାରା ଆୟୋଜିତ ଏହି ମହୋତ୍ସବ ରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ

ତିନି ଝିଅଙ୍କୁ ହତ୍ୟା କରି ଥାନାରେ ପହଞ୍ଚିଲା ବାପା

 ତିନି ଝିଅଙ୍କୁ ହତ୍ୟା କରି ଥାନାରେ ଫେରାଦ ହେଲା ବାପା। “ମୋ ଝିଅମାନଙ୍କୁ ମୁଁ ହତ୍ୟା କରିଛି, ମୋତେ ଗିରଫ କର” ବୋଲି ଥାନାରେ କହିଛି। ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଫ୍ରାନ୍ସରେ। ହେଲ କେଉଁ କାରଣରୁ ନିଜ ଝିଅମାନଙ୍କୁ ହତ୍ୟା କରିଛନ୍ତି ତା’ର କୌଣସି ସ୍ପଷ୍ଟ ସୂଚନା ମିଳିପାରି

କାର୍ତ୍ତିକ ପୂର୍ଣ୍ଣମୀରେ ଅଘଟଣ, ପୋଖରୀରେ ବୁଡ଼ି ବାଳିକା ମୃତ

କାର୍ତ୍ତିକ ପୂର୍ଣ୍ଣମୀରେ ପୋଖରୀରେ ବୁଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଭଦ୍ରକ ବାସୁଦେବପୁର ପଣୁଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଆଜି କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ପଣୁଆ ଗାଁ ପୋଖରୀରେ ବହୁ ଶ୍ରଦ୍ଧାଳୁ ଡଙ୍ଗା ଭସାଇଥିଲେ। ପୋଖରୀରେ ଭସା ଯାଇଥିବା ଡଙ୍ଗା ଆଣିବାବେଳେ

ପାଣ୍ଡିଆନଙ୍କ ଯୋଗଦାନ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ

ବର୍ତ୍ତମାନ ରାଜ୍ୟରେ ବଡ ରାଜନୈତିକ ହଲଚଲ । ବିଜେଡିରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଭିକେ ପାଣ୍ଡିଆନ୍ । ତେବେ ବିଜେଡିରେ ସକ୍ରିୟ ରାଜନୀତି ସହ ପାଣ୍ଡିଆନଙ୍କ ଯୋଗଦାନ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଆଲୋଚନା ହେଉଛି । ଅକ୍ଟୋର ମାସରେ ସେ ପ୍ରଶାସନିକ ଅଧିକାରୀ ପଦରୁ ଅବ୍ୟାହତି