Odia News Portal
Browsing Tag

swadhikar news

ଅପରେସନ ମନସୁନ୍‌କୁ ବଡ ସଫଳତା

ଅପରେସନ ମନସୁନ୍‌କୁ ବଡ ସଫଳତା ମିଳିଛି। ଏଲଏମଜି ସହ ୬୦ରୁ ଉର୍ଦ୍ଧ୍ବ ବନ୍ଧୁକ ଜବତ ହୋଇଛି। ଛତିଶଗଡ଼ର ଅବୁଝମାଡ ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀଙ୍କ ପକ୍ଷରୁ ବଡ଼ ଅପରେସନ ଜାରି ରହିଛି। କୋହକମେଟା ଥାନା ଅନ୍ତର୍ଗତ କୁତୁଲ ଅଞ୍ଚଳରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି। ମିଳିତ…

ମସଜିଦକୁ ମାଗଣାରେ ଦିଅ ବିଦ୍ୟୁତ: ଓୱେସି

ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (AIMIM)ର ସଭାପତି ଅସଦୁଦ୍ଦିନ୍ ଓୱେସି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କୁ ଭେଟିଥିଲେ। ଏହି ସମୟରେ ସେ ମିଲାଦ୍-ଉନ୍-ନବି ଅବସରରେ ପ୍ରାଚୀନ ମସଜିଦ୍ ଏବଂ ଦରଘାଗୁଡ଼ିକୁ ମାଗଣା ବିଦ୍ୟୁତ୍ ଯୋଗାଣ ଦାବି କରିଥିଲେ। ଏହା ସହିତ,…

ରାଜଧାନୀରେ ନିଶା ବେପାର: ଚାମ୍ବା-ଗୋଗୋ-ବାବା ସାଙ୍କେତିକ ନାମରେ ଗଞ୍ଜେଇ ସିଗାରେଟ ବିକ୍ରି

ରାଜଧାନୀ ଭୁବନେଶ୍ବରରେ ନିଶା ବେପାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଶିକ୍ଷାନୁଷ୍ଠାନ ନିକଟରେ ନିଶା ବେପାରକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।…

ଦିନରେ ଚୋରି, ସନ୍ଧ୍ୟାରେ ପ୍ରବଚନ: ୨୦୦ ଗ୍ରାମ ସୁନାଗହଣା, ଏକ ଲକ୍ଷ ଟଙ୍କା, ବାଇକ୍‌ ଜବତ

ନିଜ ଗାଁରେ ଜୟଗୁରୁ ଆଶ୍ରମ କରି ଲୋକଙ୍କୁ ଜ୍ଞାନ ବାଣ୍ଟୁଥିଲା। ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ଚେଞ୍ଜ୍‌ ୟୋର୍‌ ଲାଇଫ୍‌’ରେ ପ୍ରବଚନ ଦେଉଥିଲା। ବାହାରକୁ ବେଶ୍‌ ମାର୍ଜିତ ଓ ସଦାଚାରୀ ବୋଲାଉଥିବା ଯୁବକଟି ପ୍ରକୃତରେ ଥିଲା ଜଣେ କୁଖ୍ୟାତ ଚୋର। କଟକ ବୈଦେଶ୍ବର ଥାନା ଅଞ୍ଚଳର ମନୋଜ ସିଂହ(୪୨)…

ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀର ଉଦ୍‌ଘାଟନ କଲେ ଲୋକସଭାର ବାଚସ୍ପତି ଓମ୍ ବିର୍ଲା

ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଉପରେ ଗଠିତ ସମିତିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ଲୋକସଭାର ବାଚସ୍ପତି ଓମ୍ ବିର୍ଲା। ଅଗଷ୍ଟ ୨୯ ଏବଂ ୩୦ରେ ଏହି ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ୧୯୯୪ ପରେ ପ୍ରଥମ ଥର ପାଇଁ…

ବିନା ଛୁଟିରେ ନିରନ୍ତର କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଗତକାଲି ଥିଲା ନୂଆଁଖାଇ, ସରକାରୀ ଛୁଟି ଦିବସ। ତାପୂର୍ବ ଦିନ ଗଣେଶ ପୂଜା ଏବଂ ଆଜି ମଧ୍ୟ ସରକାରୀ ଛୁଟି। କିନ୍ତୁ ଏହି ସରକାରୀ ଛୁଟି ଦିନରେ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟସ୍ତବହୁଳ ସରକାରୀ କାର୍ଯ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରଠାରୁ ସକାଳୁ ମଧ୍ୟରାତ୍ର…

ମାଲକାନଗିରି ସୀମାନ୍ତରେ ଶିକ୍ଷାଦୂତଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଜଗରଗୁଣ୍ଡା ଥାନା ଅଞ୍ଚଳର ସିଲଗେର ଗ୍ରାମରେ ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ଗତକାଲି ରାତିରେ ନକ୍ସଲ ଗାଁରେ ପହଞ୍ଚି ଶିକ୍ଷାଦୂତ ଲକ୍ଷ୍ମଣ ବାରସେଙ୍କୁ ଖୋଜିଥିଲେ। ତାଙ୍କ ଘରକୁ ଯାଇ ଲକ୍ଷ୍ମଣଙ୍କୁ ଘରୁ…

ଛତିଶଗଡ଼ରେ ଲଗାଣ ବର୍ଷା, କୋଇଗୁରୁ ପୋଲ ଉପରେ ପାଣି

ଛତିଶଗଡ଼ରେ ଲଗାଣ ବର୍ଷା ଜାରି ରହିଥିବା ହେତୁ ମାଲକାନଗିରି ପ୍ରଭାବିତ ହୋଇଛି। ସାବେରୀ ଓ ସିଲେରୁ ନଦୀର ଜଳ ସ୍ତର ବୃଦ୍ଧି ପାଇଛି। ମୋଟୁ ସୀମାବର୍ତ୍ତୀ କୋଇଗୁରୁ ପୋଲ ଉପରେ ପାଣି ଚାଲୁଛି। ଖାଲି ସେତିକି ନୁହେ, ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି। ୩୨୬ ନଂ…

ସେପ୍ଟେମ୍ବରରୁ ବିଏମସି କୁକୁର ଗଣିବ

ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ବିଏମସି ପକ୍ଷରୁ କୁକୁର ଗଣନା ଆରମ୍ଭ ହେବ। ଭୋର ସମୟରେ ଗଣନା କରାଯିବ। ଏହି ସମୟରେ ଚାରିଆଡେ ଶୁନଶାନ ଥିବାରୁ କୁକୁରମାନେ ରାସ୍ତା ଉପରେ ମେଳି ହୋଇଥାନ୍ତି। ତେଣୁ ଏହି ସମୟରେ ସହଜରେ ଗଣନା କରାଯାଇପାରିବ ବୋଲି ବିଏମସି ବିଏମସି କମିସନର ଚଞ୍ଚଳ ରାଣା…

ରାଜଭବନରେ ନୂଆଁଖାଇ: ରାଜ୍ୟବାସୀଙ୍କ ଶୁଭ ମନାସିଲେ ରାଜ୍ୟପାଳ

ରାଜଭବନରେ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଳିତ ହୋଇଯାଇଛି । ଗୁରୁବାର ଦିନ ପୂର୍ବାହ୍ନରେ ରାଜଭବନର ଅଭିଷେକ ହଲଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ଇଷ୍ଟଦେବୀ ମା’ ସମଲେଶ୍ଵରୀଙ୍କର…