ଘର ଭିତରେ ପଶିଗଲା କାର, ବର୍ତ୍ତିଗଲେ ଦୁଇ ଜଣ
ଘର ଭିତରେ ପଶିଗଲା କାର, ବର୍ତ୍ତିଗଲେ ଦୁଇ ଜଣ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଗୁଡ଼ୁଗୁଡ଼ିଆ ଗାଁରେ ଏପରି ଘଟଣା ଘଟିଛି । ଉଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ଜେନା ରାଢୋରୁ ଉଦଳା ଅଭିମୁଖେ ନିଜ କାରରେ ଆସୁଥିଲେ । ଗୁଡ଼ୁଗୁଡ଼ିଆ ଛକ ନିକଟରେ ଅଚାନକ ବାଇକ ଆରୋହୀ ଗାଡି…
