Odia News Portal
Browsing Tag

swadhikar news

ବାପାକୁ ପିସ୍ତଲ ଦେଖାଇ ୧୦ ଲକ୍ଷ ଲୁଟିନେଲା ପୁଅ, ମୁହଁ ଘୋଡାଇ ସାଙ୍ଗ ସହିତ ଘଟାଇଲା ଏମିତି କାଣ୍ଡ

ବାପାକୁ ପିସ୍ତଲ ଦେଖାଇ ଟଙ୍କା ଲୁଟ୍ କରୁଥିଲା ପୁଅ । ଏବେ ପୋଲିସ ହାତରେ ଧରାପଡିଲା । ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ୧୦ ଲକ୍ଷ ଟଙ୍କା ଲୁଟ୍ ମାମଲାରେ ପୋଲିସକୁ ୨୪ ଘଣ୍ଟା ଭିତରେ ସଫଳତା ମିଳିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ଟଙ୍କା ଏବଂ ସ୍କୁଟି ଜବତ କରିଛି ।ଖବର ମୁତାବକ, ୩୧…

ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !

ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ । ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ! । ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରି ନାସାର ଶକ୍ତିଶାଳୀ SLS ରକେଟ୍ କେନେଡି ସ୍ପେସ୍ ସେଣ୍ଟରରୁ ସଫଳତାର ସହ ଉତକ୍ଷେପଣ ହୋଇଛି। ଏହି ରକେଟ୍ ଚାରିଜଣ ମହାକାଶଚାରୀଙ୍କୁ ଧରି ଚନ୍ଦ୍ର…

ରାଜଧାନୀରୁ ବେଆଇନ ବନ୍ଧୁକ କାରବାର ଠାବ, ୨ଟି ସେମି ଅଟୋମେଟେଡ ପିସ୍ତଲ ଜବତ

ରାଜଧାନୀରୁ ବନ୍ଧୁକ ବେପାରୀ ଗିରଫ । ବେଆଇନ ବନ୍ଧୁକ କାରବାର ଠାବ । ଭୁବନେଶ୍ବରର ସୁନ୍ଦରପଦାରୁ ୨ଟି ସେମି ଅଟୋମେଟେଡ ପିସ୍ତଲ ଜବତ ହୋଇଛି । ଅଭିଯୁକ୍ତକୁ ଗିରଫ କଲା ସ୍ପେଶାଲ କ୍ରାଇମ ୟୁନିଟର ସ୍ପେଶାଲ ଅପରେସନ। ୧୦ରାଉଣ୍ଡ ଜୀବନ୍ତ ଗୁଳି ସହ ଦୁଇଟି କ୍ୟାଟ୍ରିଜ ଜବତ ହୋଇଛି। ଗିରଫ ଅଭିଯୁକ୍ତ…

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ- ୬୩କୁ ୨ ରୁ ୪ ଲେନ୍ କରାଯାଉ, ମୋହନ ମାଝୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପତ୍ର ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୋଳ ଜିଲ୍ଲାରେ ଖଣିଜ ଉତ୍ପାଦନ ଓ ଶିଳ୍ପ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ପତ୍ର ଲେଖିିଛନ୍ତି । ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ- ୬୩କୁ ୨ରୁ ଚାରି ଲେନ୍ କରିବା ସହ ଜନବସତି ଅଞ୍ଚଳରେ ବାଇପାସ…

ରିଲ୍ସ ହେଲା କାଳ, ବ୍ରିଜ ଉପରୁ ନଦୀକୁ ଡେଉଁ ଥିବା ବେଳେ ଭାସିଗଲେ ଦୁଇ ଯୁବ

ରିଲ୍ସ ହେଲା କାଳ । ବ୍ରିଜ ଉପରୁ ନଦୀକୁ ଡେଇଁ ରିଲସ କରୁଥିବାବେଳେ ଅଘଟଣ । ରିଲ୍ସବେଳେ ନଦୀରେ ଭାସିଗଲେ ଦୁଇ ଯୁବକ। ଜଣେ ଯୁବକ ଉଦ୍ଧାର ଓ ଅନ୍ୟ ଜଣେ ଯୁବକ ନିଖୋଜ । ଭଦ୍ରକ ପୁରୁଣା ବଜାର ଥାନା ନିକଟ ସାଳନ୍ଦୀ ନଦୀ ସନ୍ତିଆ ବ୍ରିଜ ଉପରେ ଅଘଟଣ । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି…

ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିବା ହାର୍ଡକୋର ଅପରାଧୀ ରାଜା ସାହାଣୀ ଗିରଫ, ଉତ୍ତରାଖଣ୍ତରୁ ଧରିଲା ପୋଲିସ

ଚୌଦ୍ବାରରୁ ଚମ୍ପଟ, ଋଷିକେଶରୁ ଗିରଫ । ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିବା ହାର୍ଡକୋର ଅପରାଧୀ ରାଜା ସାହାଣୀ ଗିରଫ । ଦୀର୍ଘ ୬ ମାସ ପରେ ଉତ୍ତରାଖଣ୍ତରୁ ଗିରଫ ହୋଇଛି ରାଜା ସାହାଣୀ । ଆଜି ସନ୍ଧ୍ୟା ସୁଦ୍ଧା ଓଡିଶା ରେ ପହଂଚିବ ରାଜା । ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯିବ ।…

ବନ୍ଧା ହେଲେ ଓପିଏଚ୍‌ଡବ୍ଲୁସିର ଡେପୁଟି ମ୍ୟାନେଜର: ବାବୁଙ୍କ ପାଖରେ ୨୯ ପ୍ଲଟ୍‌, ଫ୍ଲାଟ୍‌, କେଜିଏରୁ ଅଧିକ ସୁନା

ଠିକାଦାରଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଓପିଏଚ୍‌ଡବ୍ଲ୍ୟୁସିର କୁବେର ପ୍ରୋଜେକ୍ଟ ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ‌ଙ୍କ ସମ୍ପତ୍ତି ତାଲିକା ଲମ୍ବି ଚାଲିଛି। ଲାଞ୍ଚ ମାମଲାର ଖୋଳତାଡ଼ ବେଳେ ବାବୁଙ୍କର ରାଜଧାନୀରେ ଫ୍ଲାଟ୍‌ ସାଙ୍ଗକୁ ବହୁତଳ କୋଠା, ବିଭିନ୍ନ…

ଦୁଇ ବର୍ଷରେ କେବଳ ୬ ଲାଇସେନ୍ସ ସସ୍‌ପେଣ୍ଡ୍‌

ଔଷଧ ଦୋକାନ ପାଇଁ ସରକାରଙ୍କ ଦ୍ବାରା କଡ଼ା ନିୟମ କରାଯାଇଛି। ବିଶେଷକରି ଔଷଧ ବିକ୍ରୟ ଓ ବଣ୍ଟନ ତଦାରଖ କରିବାକୁ ଫାର୍ମାସିଷ୍ଟ୍‌ ନିଯୁକ୍ତି, ଔଷଧ ଦେବା ପୂର୍ବରୁ ପ୍ରେସ୍‌କ୍ରିପ୍ସନ ବାଧ୍ୟତାମୂଳକ, ରେକର୍ଡ୍‌ ରଖିବା ଆଦି ନିୟମର କଡ଼ା ପାଳନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। କିନ୍ତୁ ଏସବୁ…

କଟକ ରାଜନୀତିରେ ହଲଚଲ

ଏପ୍ରିଲର ପ୍ରଥମ ଦିନରେ ଆଜି କଟକ ରାଜନୀତିରେ ବଡ଼ଧରଣର ହଲଚଲ ଦେଖିବାକୁ ମିଳିଛି। ଗୋଟିଏ ପଟେ କଟକରେ ଦୁଇଟି ମିଶ୍ରଣପର୍ବ ଆୟୋଜନ କରି ପୂର୍ବତନ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଅନ୍ୟପଟେ ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ବାଳଙ୍କ ସପକ୍ଷରେ…

ଆଜି କେମିତି କଟିବ

ମେଷ: ଆଜି ଚନ୍ଦ୍ର କନ୍ୟା ରାଶିରେ ଅବସ୍ଥିତ । ଆପଣଙ୍କ ରାଶିରୁ ଚନ୍ଦ୍ର ଷଷ୍ଠ ଘରେ ଅବସ୍ଥିତ । ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହି ଦିନଟି ବିତାଇବାର ସମ୍ଭାବନା ଅଛି । ଆପଣ ଦାନ ଏବଂ ଦାନଶୀଳ କାର୍ଯ୍ୟରେ ଆଗ୍ରହୀ ହେବେ । ମାନସିକ ଭାବରେ, କାମର ଭାର ଭାରୀ ଲାଗିପାରେ । ତଥାପି, ଆପଣ…