ପାଣ୍ଡିଆନଙ୍କ ଭିଆରଏସ୍ ନିଷ୍ପତ୍ତି ବିଜେଡି ଗତିକୁ ବଳ ଓ ଶକ୍ତି ଦେବ – ପ୍ରଫୁଲ୍ଲ
ପାଣ୍ଡିଆନଙ୍କ ନିଷ୍ପତ୍ତିକୁ ନେଇ ଆମେ ଖୁସି କହିଲେ ପ୍ରଫୁଲ୍ଲ ସାମଲ । ପାଣ୍ଡିଆନଙ୍କ ଭିଆରଏସ୍ ବିଜେଡିର ଗତିକୁ ବଳ ଓ ଶକ୍ତି ଦେବ । ଓଡିଶାର ବିକାଶ ପାଇଁ ତାଙ୍କର ଫୁଲ ଟାଇମ ଆବଶ୍ୟକତା ଥିଲା । ଏବେ ବିକାଶ କାମରେ ସେ ଅଧିକ ସମୟ ଦେଇପାରିବେ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଧିକ ସହାୟତା ଯୋଗାଇ!-->…
