Odia News Portal
Browsing Tag

swadhikar news

ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ, କାହିଁକି ଆସୁଛି ଏଭଳି ମେସେଜ?

ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ। ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି। ଏହି ମେସେଜ୍ କିଏ ଓ କାହିଁକି ଦେଉଛି। କାହିଁକି ଆସୁଛି ଏଭଳି ମେସେଜ। ଏହା ପଛର ଉଦ୍ଦେଶ୍ୟ କ’ଣ ସେ ନେଇ ଲୋକେ ଚିନ୍ତାରେ ପଡୁଛନ୍ତି। ପ୍ରକୃତରେ ଏହା ହେଉଛି ବିପର୍ଯ୍ୟୟ ଆଲର୍ମ। ଫୋନ୍‌ରେ ବାଜୁଛି

ହାତୀ ଆକ୍ରମଣରେ ଯୁବକ ଗୁରୁତର

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସିଙ୍ଗଡ଼ା ସେକସନର ପୋଖରୀଆ ଗ୍ରାମରେ ଆଜି ସକାଳେ ଜଣେ ଯୁବକ ବଣୁଆ ହାତୀ ଆକ୍ରମଣରେ ଆହତ ହୋଇଥିବାର ଖବର ମିଳିଛି। ଆହତ ଯୁବକ ସୁଶାନ୍ତ ହେମ୍ବ୍ରମ (୩୫)ଙ୍କ ମୁଣ୍ଡରେ ଆଘାତ ଲାଗିବା ସହିତ ହାତୀଟି ଦାନ୍ତ ଦ୍ୱାରା ଗୋଡ଼କୁ କଣା

ସମୁଦ୍ରରେ ଭାସି ଯୁବକ ମୃତ

 ଗାଧୋଇବା ବେଳେ ସମୁଦ୍ରରେ ଭାସି ଯୁବକଙ୍‌କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଲାଇଟ୍ ହାଉସ୍ ବେଳାଭୂମି ନିକଟ ସମୁଦ୍ରରୁ ମୃତଦେହ ଉଦ୍ଦାର ହୋଇଥିବା ସୂଚନା ରହିଛି ।

ସ୍ୱେଚ୍ଛାକୃତ ଅବସର ପରେ ପାଣ୍ଡିଆନ୍‌ଙ୍କୁ କ୍ୟାବିନେଟ ପାହ୍ୟା

5T ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ । 5T ଓ ନବୀନ ଓଡ଼ିଶାର ଚେୟାରମ୍ୟାନ ହେଲେ । VRS ପରେ ପାଣ୍ଡିଆନଙ୍କୁ ଚେୟାରମ୍ୟାନ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ ପାଣ୍ଡିଆନ୍‌ । ଗତକାଲି ତାଙ୍କୁ ସ୍ୱେଚ୍ଛାକୃତ ଅବସର ଦିଆଯାଇଥିଲା । ଗତ ୨୦ ତାରିଖରେ ସେ

ଚାକିରିରୁ ଇସ୍ତଫା ନେଲେ 5-T ସଚିବ ଭିକେ ପାଣ୍ଡିଆନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ ଟି ସଚିବ ଭିକେ କାର୍ତ୍ତିକେୟନ ପାଣ୍ଡିଆନ ପ୍ରଶାସନିକ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଛନ୍ତି। ପାଣ୍ଡିଆନଙ୍କ ଭିଆରଏସକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମଞ୍ଜୁର କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ଏସିଏସଙ୍କୁ

ବାଂଲା ମୁହାଁ ହାମୁନ୍, ଓଡ଼ିଶାକୁ ଭୟ ନାହିଁ: ମୃତ୍ୟୁଞ୍ଜୟ ମହାପାତ୍ର

ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେବ । ଏ ନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଓଡ଼ିଶାରେ ସେପରି କିଛି ପ୍ରଭାବ ପଡ଼ିବ ନାହିଁ । ଉତ୍ତର ଓଡ଼ିଶା ଉପକୂଳରେ କେବଳ ହାଲୁକା ବର୍ଷା ହେବ । ଓଡ଼ିଶାରେ ସେପରି କିଛି ପ୍ରଭାବ ପଡ଼ିବ ନାହିଁ । ଉତ୍ତର

ପାର୍ବଣ ଋତୁରେ ମାତିଛନ୍ତି ଚୋର

ପାର୍ବଣ ଋତୁରେ ମାତିଛନ୍ତି ଚୋର । ରାତି ଅଧରେ ଦୋକାନ ଭାଙ୍ଗି କରୁଛନ୍ତି ଲୁଟ୍ । କେଉଁଠି ଘରେ ପଶି ଲୁଟୁଛନ୍ତି ତ କେଉଁଠି ରାସ୍ତାଘାଟରେ ଲୁଟୁଛନ୍ତି । ବାରମ୍ବାର ଲୁଟ୍ ନେଇ ଆସୁଛି ଅଭିଯୋଗ । ପୂଜା ପେଣ୍ଡାଲ ବୁଲୁବା ଅବସରରେ ବି ଲଚଟ୍ ର ଶିକାର ହେଉଛନ୍ତି ସାଧାରଣ ଲୋକେ । ତେବେ ଏମିତି

ବିଜେପି ସହ ସମ୍ପର୍କ ଛିନ୍ନ କଲେ ଏହି ଜଣାଶୁଣା ଅଭିନେତ୍ରୀ

ଜଣାଶୁଣା ତାମିଲ ଅଭିନେତ୍ରୀ ଗୌତମୀ ତଡିମଲ୍ଲା ସୋମବାର ଭାରତୀୟ ଜନତା ପାର୍ଟି (ବିଜେପି) ସହ ୨୫ ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଦଳର ଏକ ଗୋଷ୍ଠୀ ତାଙ୍କ ପ୍ରତି ବିଶ୍ଵାସ ଘାତକତା କରିଥିବା ବ୍ୟକ୍ତିଙ୍କୁ ସମର୍ଥନ କରୁଛି । ତାଙ୍କ ସୋସିଆଲ ମିଡିଆ

ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ

ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ  । ପ୍ରତିବାଦ କରିବାରୁ ସ୍ୱାମୀକୁ ମାଡ  । ଏନେଇ ଥାନାରେ ମାମଲା ରୁଜୁ ହେଲା ପରେ ପୋଲିସର ତଦନ୍ତ ଆରମ୍ଭ  । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୂବନ ଥାନା ବାରୁଆଁ ଗ୍ରାମ ନିକଟସ୍ଥ କେନାଲ ରାସ୍ତାରେ  ।

ବସ୍ ଓଲଟି ୧୫ ଆହତ

ଭାରସାମ୍ୟ ହରାଇ ଓଲଟିଲା ବସ୍ । ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । କେସିଙ୍ଗା ଥାନା ଡୁମେରମୁଣ୍ଡା ଶିରୋଲ ରାସ୍ତାରେ ଦୁର୍ଘଟଣା ଘଟିଛି । ଆହତଙ୍କୁ କେସିଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ବାଇକ ଆରୋହୀଙ୍କୁ