ଏସ୍ଆଇଙ୍କୁ ହାଣିଲା ଯବାନ
ପୁଣି ଆତଙ୍କ ଖେଳାଇଲା ହରିରାଜପୁରର ଯବାନ । ଗିରଫ କରିବାକୁ ଯାଇଥିବା ବେଳେ ବାଙ୍କୀ ଥାନା ଏସ୍ଆଇଙ୍କୁ ଆକ୍ରମଣ ହୋଇଥିା ସୂଚନା ରହିଛି । ବାଙ୍କୀ ଥାନା ଏସ୍ଆଇ ସମ୍ବିତ ସ୍ୱାଇଁ ଓ କନେଷ୍ଟବଲଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା । ଆଦିମାତା ଛକରେ ଉଭୟଙ୍କୁ ଖଣ୍ଡାରେ ହାଣିଲା ଯବାନ । ଆକ୍ରମଣରେ!-->…
