ପାର୍ବଣରେ ପୁରୀରେ ପ୍ରବଳ ଭିଡ଼
ପାର୍ବଣରେ ପୁରୀରେ ପ୍ରବଳ ଭିଡ଼ । ବଡ଼ ଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି । ଆଜି ପୀଠରେ ଦଶମୀ ହୋଇଥିବା ବେଳେ ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ନବମୀ ଓ ଦଶମୀ ପ୍ରାୟ ଅନେକ କର୍ମଚାରୀଙ୍କ ଛୁଟି ଥିବା ବେଳେ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ଭକ୍ତଙ୍କ ଲମ୍ବା!-->…
