Odia News Portal
Browsing Tag

swadhikar news

ସାମ୍ନାକୁ ଆସିଲା ପ୍ରଭାସ-ଅନୁଷ୍କାଙ୍କ ସୁନ୍ଦର ଫଟୋ

ସୁପରହିଟ ସିନେମା ‘ବାହୁବଳୀ’ର ଅଭିନେତା ଓ ଅଭିନେତ୍ରୀ ପ୍ରଭାସ ଓ ଅନୁଷ୍କା ସେଟ୍ଟୀଙ୍କ ଯୋଡ଼ି ପ୍ରାୟ ସମସ୍ତଙ୍କର ପସନ୍ଦ । ଦିନେ ଏହି ଯୋଡିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଯୋଡିଙ୍କ ଫ୍ୟାନ୍ସମାନେ ମଧ୍ୟ ପ୍ରଭାସ ଓ ଅନୁଷ୍କା ବିବାହ କରନ୍ତୁ ବୋଲି

ନଭେମ୍ବରରୁ ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବ ଇଣ୍ଡିଗୋ

ୱିଣ୍ଟର ସିଡ୍ୟୁଲ ଆରମ୍ଭ ହେବା ପରେ ଆସନ୍ତା ନଭେମ୍ବରରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଘରୋଇ ଇଣ୍ଡିଗୋ ବିମାନ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ାଣ କରିବ ବୋଲି ଘୋଷଣା କରିଛି। ନଭେମ୍ବର ୫ରୁ କୋଲକାତାକୁ ଓ ନଭେମ୍ବର ୧୫ ତାରିଖରୁ ବେଙ୍ଗାଲୁରୁକୁ ଏହି ବିମାନ ଉଡ଼ିବ। ସେଥିପାଇଁ ଗୁରୁବାରଠାରୁ

ଯୌତୁକ ପାଇଁ ଜୁଇରେ ଜଳିଲା ନବବଧୂକୁ ଜୀବନ

ଆଜିକାଲି ଦୁନିଆରେ ଅନେକ କୁସଂସ୍କାର ଦୂର ହୋଇଯିବା ପରେ ମଧ୍ୟ ଯୌତୁକ ନିର୍ଯ୍ୟାତନା ନାମକ କୁ ସଂସ୍କାର ପାଇଁ କେତେଯେ ନିରୀହ ଝିଅଙ୍କ ଜୀବନ ଚାଲିଯାଉଛି ତାହାର ହିସାବ ନାହିଁ । ଏବେ ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଗୋଟିଏ ଜୀବନ । ମଣିଷ ଯେତେ ଆଧୁନିକ ହେଲେ ବି ଅମାନବିକତା ଆଜି ବି ରହିଛି ।

ପୁରୀରୁ ଲଢ଼ିବେ ନବୀନ?

ପୁରୀରୁ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ଲଢ଼ିପାରନ୍ତି । ନବୀନ ପୁରୀରୁ ଲଢ଼ିବା ନେଇ ଜୋର ଚର୍ଚ୍ଚା ହେଉଛି । ଏନେଇ ଚାଲିଛି ଆଲୋଚନା । ଚର୍ଚ୍ଚାକୁ ଖୋରାକ ଯୋଗାଇଲା ବିଜେଡି ନେତାଙ୍କ ମନ୍ତବ୍ୟ । ପୁରୀର ବିଜେଡି

ପୁରୀରୁ ଲୋକ ସଭା ଲଢ଼ିବେ ମୋଦି

ଆଗକୁ ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ଦଳ ନିଜ ନିଜର ଭୋଟ ହାତେଇବାକୁ ଏବେ ଠୁ ପ୍ରସ୍ତୁ୍ତି ଆରମ୍ଭ କରିଦେଲେଣି । କିଏ କେଉଁଠୁ ଲଢ଼ିବେ ସେନେଇ ଚର୍ଚ୍ଚା ହେବାକୁ ଲାଗିଲାଣି । ଏହାରି ମଧ୍ୟରେ ଶୁଣିବାକୁ ମିଳିଛି ଯେ ପୁରୀରୁ ଲୋକସଭା ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମାଲକାନଗିରିରୁ ଗଡିଲା ‘ଲକ୍ଷ୍ମୀ ବସ୍’ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରିରୁ ଗଡିଲା ଲକ୍ଷ୍ମୀ। ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ଗଡିଲା ୩୬ଟି ବସ୍ । ସବୁଜ ପତାକା ଦେଖାଇ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି

୪ ବର୍ଷର ପୁଅକୁ ମାରି ଟାଙ୍ଗିଦେଲା ବାପା 

ଜନ୍ମଦାତା ସାଜିଲା ହତ୍ୟାକାରୀ । ୪ ବର୍ଷର ପୁଅକୁ ମାରି ଝୁଲାଇ ଦେଲା ବାପା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ତୁମରନ୍ ଗାଁରୁ। ଘର ଭିତରୁ ୪ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୁଅକୁ ହତ୍ୟା କରି ବାପା ବୁଦ୍ଧେଶବର ସିଂ

ଯୌନଉତ୍ପୀଡ଼ନରେ ବାଧା ଦେବାରୁ ଟ୍ରେନ୍‌ ଆଗକୁ ଫିଙ୍ଗ‌ଦେଲେ ଯୁବକ

ଯୌନଉତ୍ପୀଡ଼ନରେ ବାଧା ଦେବାରୁ ଜଣେ ଯୁବକ ଟ୍ରେନ୍‌ ଆଗକୁ ଫୋପାଡ଼ି ଦେବାରୁ ଜଣେ ୧୭ ବର୍ଷୀୟ ବାଳିକା‌ ଗୋଟିଏ ହାତ ଓ ଦୁଇଟି ଗୋଡ଼ ହରାଇଥିବା କଥା ବୁଧବାର ଦିନ ପୁଲିସ କହିଛି। ଝିଅର ଅବସ୍ଥା ସଙ୍କଟାପନ୍ନ ଥିବା କଥା ମଧ୍ୟ ଡାକ୍ତରମାନେ କହିଛନ୍ତି। ପୁଲିସ କହିଛି, ମଙ୍ଗଳବାର ଦିନ

ବିଜେଡିର ବିଶାଳ ମିଶ୍ରଣ ପର୍ବ

ବିଜୁ ଜନତା ଦଳର ସୁଶାସନ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ରାୟଗଡା ନିର୍ବାଚନ ମଣ୍ଡଳିର ସଦର ବ୍ଳକର ଜିଲ୍ଳା ପରିଷଦ ଅଧିନସ୍ଥ ତିନୋଟି ଜୋନ ଏବଂ ରାୟଗଡା ପୈାରାଂଚଳର ଶତାଧିକ ନୂତନ କର୍ମୀମାନେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି।ଏଥିରେ

ବିଶ୍ୱକପ୍ କ୍ରିକେଟରେ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ରେକର୍ଡ

ବିଶ୍ୱକପ୍ କ୍ରିକେଟରେ ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ରେକର୍ଡ । ଆଫଗାନିସ୍ତାନ ବିପକ୍ଷ ଦ୍ବିତୀୟ ମ୍ୟାଚରେ ଭାରତର ବୃହତ୍ତ ବିଜୟ।  ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ଭାରତ ବୁଧବାର ଦିନ ଆଫଗାନିସ୍ତାନ ବିପକ୍ଷରେ ବିଜୟ ହାସଲ କରିଛି । ଅତିଥି ଟିମକୁ ଭାରତ ୮ ୱିକେଟରେ ପରାସ୍ତ