Odia News Portal
Browsing Tag

swadhikar news

ରାଜ୍ୟରେ ଖୁବ ଶୀଘ୍ର ଗଡିବ ୨୫ ୟୁଏଲବି ବିଶିଷ୍ଟ ମୁକ୍ତାଶଫ୍ଟ ୧.୦

ରାଜ୍ୟରେ ଖୁବ ଶୀଘ୍ର ଗଡିବ ୨୫ ୟୁଏଲବି ବିଶିଷ୍ଟ ମୁକ୍ତାଶଫ୍ଟ ୧.୦ । ୱେବ୍ ସଂକ୍ରାନ୍ତୀୟ କାର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ( ମୁକ୍ତା) କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି । ଏହା ରାଜ୍ୟର

ଶ୍ରୀମନ୍ଦିର ଗଲେ ପିନ୍ଧିବେ କ’ଣ ?

ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ପାଇଁ ପୋଷାକ ଉପରେ ଲାଗିଲା କଟକଣା । ଏଣିକି ଶ୍ରଦ୍ଧାଳୁ ପିନ୍ଧି ପାରିବେ ନାହିଁ ଶାଳୀନତା ନଥିବା ପୋଷାକ । ଶାଳୀନତାପୂର୍ଣ୍ଣ ପୋଷାକ ନପିନ୍ଧିଲେ ଶ୍ରୀମନ୍ଦିରକୁ ପ୍ରବେଶ ମନା । ଚିରା ଫଟା ଜିନ୍ସ, ସ୍ଲିଭ ଲେସ୍ ପୋଷାକ, ହାଫ ପ୍ୟାଣ୍ଟ ପିନ୍ଧିଥିଲେ ମନ୍ଦିର

ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ

ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ଵ ,ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ନେତୃତ୍ଵରେ ମୁଣ୍ଡା ସମାଜର ଏକ ପ୍ରତିନିଧି ମଣ୍ଡଳ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବକୁ ରାଜ୍ୟ

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ

ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ

ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ

ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ଭାଇ ବିପିନ ବିହାରି ମିଶ୍ର ସୂଚନା ଦେଇଛନ୍ତି । ଗତ କିଛିଦିନ ହେବ ସେ ଡେଙ୍ଗୁରେ ଆକ୍ରାନ୍ତ ଥିଲେ ।ଡେଙ୍ଗୁ ଚିହ୍ନଟ ହେବା ପରେ

ଏଏସଓ ପରୀକ୍ଷା ଅନିୟମିତତା ମାମଲା: ହାଇକୋର୍ଟରେ ରହିତାଦେଶ ବଳବତ୍ତର

ଓଡିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରୁଚାଳିତ ଆସିଷ୍ଟାଣ୍ଟ୍ ସେକ୍ସନ ଅଫିସର (ଏଏସଓ) ପରୀକ୍ଷା ଅନିୟମିତତା ମାମଲାରେ ଜଣିକିଆ ବିଚାରପତିଙ୍କ ରାୟ ଉପରେ ଜାରି ହୋଇଥିବା ସ୍ଥଗିତାଦେଶକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି । ଆବେଦନକାରୀ କବିତା ଜେନା ଓ ଅନ୍ୟ ଜଣଙ୍କ ପକ୍ଷରୁ ଆଗତ ମାମଲାର

୮୨.୪ କେଜି ଗଂଜେଇ ଜବତ

ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଛି ୮୨ କେଜି ୪୦୦ ଗ୍ରାମ ଗଞ୍ଜେଇ ଜ୍ଝ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ରାସ୍ତାରେ ପୋଲିସର ଚେକିଂ ସମୟରେ ଏକ ଡାଲା ଅଟୋକୁ ଯାଞ୍ଚ କରାଯାଇଥିବା ବେଳେ ଏହି ଗଂଜେଇ ଜବତ ହୋଇଛି ଜ୍ଝ ଏକ ଡାଲା ଅଟୋରେ ଗଞ୍ଜେଇ ଚାଲାଣ ନେଇ ପୋଲିସ ପୂର୍ବରୁ ସୂଚନା ପାଇଥିଲା

ସ୍ଥଗିତ ହେଲା ବସ୍ ଧର୍ମଘଟ

ଆସନ୍ତା ୧୦ ତାରିଖରେ ଦିଆଯାଇଥିବା ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ ସ୍ଥଗିତ ରହିଛି। ବସ୍‌ ଧର୍ମଘଟ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ। ଅକ୍ଟୋବର ୩୧ ଯାଏଁ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍‌ ମାଲିକ

ଶିମିଳିପାଳ ଅଭୟାରଣ୍ୟରେ ନିର୍ଭୟରେ ବୁଲୁଛି ମହାବଳ

ବନ୍ୟ ଜନ୍ତୁ ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର । ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ନିର୍ଭୟରେ ବୁଲୁଥିବାର ଭିଡିଓ ସେୟାର କରିଛି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ। ଅଭୟାରଣ୍ୟ କର୍ତ୍ତୃପକ୍ଷ ନିଜ ସୋସିଆଲ ମିଡ଼ିଆ ‘ଏକ୍ସ’ରେ ଏହି ଭିଡିଓକୁ ସେୟାର କରିଛନ୍ତି । ଏହି ଭିଡିଓରେ