Odia News Portal
Browsing Tag

swadhikar news

ମହିଳା ସଂରକ୍ଷଣ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ମହିଳା ସଂରକ୍ଷଣ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ୍ । ‘ନାରୀ ଶକ୍ତି ବନ୍ଦନ’ କୁ ମିଳିଲା ମଞ୍ଜୁରୀ । ଏହାଦ୍ୱାରା ମହିଳାଙ୍କୁ ଲୋକସଭା ଓ ରାଜ୍ୟସଭାରେ ଅଧିକ ପ୍ରତିନିଧିତ୍ୱ ମିଳିପାରିବ । ଏହାରି ମଧ୍ୟରେ ମହିଳାଙ୍କ ଲାଗି ସଂରକ୍ଷଣ କିପରି ଲାଗୁ

୭୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ

ଜନସ୍ବାସ୍ଥ୍ୟ ବିଭାଗରେ କିପରି ଚାଲିଛି ଲାଞ୍ଚ କାରବାର ଆଜି ତାହା ପଦାରେ ପଡିଛି। ଏହି ବିଭାଗର ଏଷ୍ଟିମେଟର ରମାକାନ୍ତ ମଲ୍ଲିକ ଲାଞ୍ଚ ନଦେଲେ କୌଣସି ଫାଇଲକୁ ଗ୍ରହଣ କରନ୍ତି ନାହିଁ। ବାରମ୍ବାର ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ବାବୁଙ୍କ ନାମରେ କେହି ପାଟି ଫିଟାଇବାକୁ ଡରନ୍ତି। କିନ୍ତୁ ଆଜି

ରାଜ୍ୟରେ ଆଉ ୨୫ଟି ନୂଆ ଜିଲ୍ଲା ପାଇଁ ଆସିଛି ଦାବି ପତ୍ର

ରାଜ୍ୟରେ ଆଉ ୨୫ଟି ନୂଆ ଜିଲ୍ଲା ପାଇଁ ଆସିଛି ଦାବି ପତ୍ର । ବିଧାନସଭାରେ ମୋହନ ମାଝୀଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀଙ୍କ ଉତ୍ତର । ସର୍ବାଧିକ ୪ଟି ନୂଆ ଜିଲ୍ଲା ଦାବି ଗଂଜାମ ଜିଲ୍ଲାରୁ ଆସିଛି । ଘୁମୁସର, ଋଷିକୂଲ୍ୟା, ବ୍ରହ୍ମପୁର, ଭଂଜନଗରକୁ ନୂଆ ଜିଲ୍ଲା କରିବା ନେଇ ଆସିଛି ଦାବି ।

ବାରବାଟୀ ହେବ ବିଶ୍ୱସ୍ତରୀୟ ଷ୍ଟାଡିୟମ୍:କ୍ରୀଡ଼ାମନ୍ତ୍ରୀ

ରାଜ୍ୟର ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର କଟକର ବାରବାଟୀ ଷ୍ଟାଡିୟମ ବିଶ୍ୱସ୍ତରୀୟ ଷ୍ଟାଡିୟମ୍ ହେବାକୁ ଯାଉଛି । ଚଳିତ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟର ସମସ୍ତ ବ୍ଲକରେ ମିନି ଷ୍ଟାଡିୟମ ନିର୍ମାଣ କରାଯିବା ସହିତ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯିବ ବିଧାନସଭାର

୪ ଘଣ୍ଟା ପରେ ଚୌଧୁରୀ ବଜାରରେ ନିଆଁ ଆୟତ୍ତ

ପ୍ରାୟ ୪ ଘଣ୍ଟା ପରେ ଚୌଧୁରୀ ବଜାରରେ ନିଆଁ ଆୟତ୍ତ ହୋଇଥିବା ସୂଚନା । ୯ଟି ଅଗ୍ନିଶମ ଟିମର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ସକାଳୁ ସକାଳୁ ଏକ ପୁରୁଣା ବିଲ୍ଡିଂରେ ଲାଗିଥିଲା ନିଆଁ । ଗ୍ରାଉଣ୍ଡ ଫ୍ଲୋରରେ ଥିବା ଏକ ଲୁଗା ଦୋକାନରେ ଲାଗିଥିଲା ନିଆଁ ।

ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗିଲେ; ସସ୍‌ପେଣ୍ତ ହେଲେ ୨ ବିଜେପି ବିଧାୟକ

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ । ଗୃହ ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା ପରେ ବିଜେପି ସଦସ୍ୟ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡ଼ାଲି ମାଡ଼ କରିଥିବାର ସୂଚନା ମଳିଛି । ଦୁଇ ବିଜେପି ବିଧାୟକ ପଲିଥିନରେ ଆଣିଥିବା ଡାଲି

ଗଣତନ୍ତ୍ରକୁ ହତ୍ୟା କରାଯାଇଛି : ନରସିଂହ

ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ନରସିଂହ ମିଶ୍ର ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଗୃହରେ କହିଛନ୍ତି ଯେ, ସିଏମଓ କଣ ପାଇଁ ଗାନ୍ଧୀମାର୍ଗରେ ଥିବା ଆନ୍ଦୋଳନରତଙ୍କ ସମସ୍ୟା ବୁଝିବାକୁ ଯାଉନି । ସରକାର ଏହାକୁ ଏତେ ଦ୍ୱନ୍ଦ୍ୱ କଣ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । କାଲି ଦକ୍ଷିଣ ଚୀନ୍ ସମୁଦ୍ରରୁ ଆଣ୍ଡାମାନ୍ ସାଗରକୁ ପ୍ରବେଶ କରିବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟାରେ ନେବ ଲଘୁଚାପର ରୂପ । ପରେ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ୩୦ ତାରିଖରୁ ବଢ଼ିବ ବର୍ଷାର ପରିମାଣ । ଉତ୍ତର,

ଲକ୍ଷ୍ମୀ ଯୋଜନାକୁ କାହିଁକି ବିରୋଧ? ଘରୋଇ ବସ ମାଲିକ ସଂଘର କଣ ରହିଛି ଆପତ୍ତି ?

ସବୁ ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଗଡ଼ିବ ସରକାରୀ ବସ୍ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ଆସନ୍ତା ୨ରୁ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ହେବ। କିନ୍ତୁ ତାହା ପୂର୍ବରୁ ଘରୋଇ ବସ ମାଲିକ ସଂଘ କେଁ ପୂରାଇଛନ୍ତି। ଲକ୍ଷ୍ମୀ ଯୋଜନାକୁ କାହିଁକି ବିରୋଧ? ସହରାଞ୍ଚଳରେ ମୋ ବସ ସେବା

ବ୍ୟାଙ୍କ ମ୍ୟାନେଜର ତପନ ସାହୁଙ୍କ ନିଖୋଜ ଘଟଣାରୁ ହଟିଲା ପରଦା

ସାମ୍ନାକୁ ଆସିଲା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କ ନିଖୋଜ ଘଟଣାର ସତ। ମାନସିକ ଚାପ ଲାଗି ନେଇଥିଲେ ଏଭଳି ନିଷ୍ପତ୍ତି। ନିଜ ମୁହଁରେ କହିଛନ୍ତି କାରଣ। ପରେ ଫୋନ କରି ପରିବାର ଲୋକଙ୍କୁ ଜଣାଇଥିଲେ ତପନ। ସେତେବେଳକୁ ପୋଲିସ ତାଙ୍କୁ ଖୋଜି ପାଇ ସାରିଥିଲା ବୋଲି କହିଛନ୍ତି। ପାଇ ସାରିବା