Odia News Portal
Browsing Tag

swadhikar news

କଟକରେ ପୁଣି ନକଲି ଲଙ୍କା ଗୁଣ୍ଡ ଓ ଜିରା ଗୁଣ୍ଡ ଜବତ

ପୁଣି କଟକରେ ନକଲି ଖାଦ୍ୟ ଜିନିଷ ଠାବ ହୋଇଛି। ମାଲଗୋଦାମରୁ ପୁଣି ମିଳିଛି ନକଲି ଲଙ୍କା ଗୁଣ୍ଡ ଓ ଜିରା ଗୁଣ୍ଡ। ଘଟଣା ବିଷୟରେ ଖବର ପାଇ ମାଲଗୋଦାମରେ ସିଏମସି ଏନଫୋର୍ସମେଣ୍ଟ ଟିମ ଚଢାଉ କରିଥିଲେ। ଅପମିଶ୍ରିତ ଲଙ୍କା, ଜିରାଗୁଣ୍ଡ ସହ ବିଭିନ୍ନ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଛି।

ପୁରୀରେ ବିଭତ୍ସ ହତ୍ୟାକାଣ୍ଡ

ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ଭାଇଲିପୁର ରୁଆ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ। ଜଣେ ମହିଳାଙ୍କୁ କିଛି ଦୁର୍ବୁତ୍ତ ଅତି ନୃଶଂସ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସସ୍ମିତା ବରାଳ। ସସ୍ମିତା ତାଙ୍କ ଦୋକାନରେ ବସିଥିବା

ପୁରୀ ର ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ

ପୁରୀ ର ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ। କଲେଜର ଡିନ ପ୍ରଥମବର୍ଷର ଛାତ୍ରଙ୍କ ଅଭିଯୋଗକୁ ଆଧାର କରି ଏକ ଅଭିଯୋଗ ପୁରୀ ପେଣ୍ଠକଟା ମେରାଇନଥାନାରେ ଦେଇଛନ୍ତି। ପୁରୀ ପେଣ୍ଠକଟା ମେରାଇନ ଥାନାରେ ଏତଲାକୁ ଆଧାର କରି କେଶ କରାଯାଇଛି ଓ ତଦନ୍ତ ଆରମ୍ଭ କରାଯାଇଛି। ଦ୍ବିତୀୟ ବର୍ଷର

ନିଯୁକ୍ତି ପାଇବେ ୭୪୩୮ ନର୍ସିଂ ଅଫିସର : ଲାଗିଥିବା ରୋକ୍ ହଟାଇଲେ ହାଇକୋର୍ଟ

ନିଯୁକ୍ତି ପାଇବେ ୭୪୩୮ ନର୍ସିଂ ଅଫିସର । ଲାଗିଥିବା ରୋକ୍ ହଟାଇଲେ ହାଇକୋର୍ଟ । ୩୦ ଜିଲ୍ଲା ଓ ୩ଟି ମେଡିକାଲ କଲେଜରେ ନିଯୁକ୍ତି ହେବେ । ଏ ନେଇ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । ମେ’୧ରେ ହାଇକୋର୍ଟ ରୋକ୍ ଲଗାଇଥିଲେ । ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ ଯୋଗୁଁ

ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳିତ ହେଉଛି। ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନ କ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ସ୍ରିମ୍ ସ୍କିମ୍‌ ନୂଆ ଯୋଜନା

MSME କ୍ଷେତ୍ରର ବିକାଶ ପାଇଁ ଆରମ୍ଭ ହେଲା ନୂଆ ଯୋଜନା । ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ସ୍କିମ୍‌ ଫର୍ ରି-ଇମ୍ବରସମେଣ୍ଟ ଅଫ୍‌ ଇଣ୍ଟରେଷ୍ଟ ଟୁ MSME ବା ସ୍ରିମ୍‌ ସ୍କିମ୍‌ । MSME କ୍ଷେତ୍ରର ନିବେଶ ପାଇଁ ଋଣ ରିହାତି ଯୋଗାଇଦେବେ ରାଜ୍ୟ ସରକାର । ଯୋଜନା ଅନୁସାରେ MSME ସେକ୍ଟରରେ ୧୦ ଲକ୍ଷ

ଘର ଭିତରୁ ମା’ପୁଅଙ୍କ ଝୁଲନ୍ତା ମୃତଦେହ ଠାବ

ସମ୍ବଲପୁର ସହରର ଅନୁଗୁଳିଆପଡ଼ାରେ ମାଆ-ପୁଅଙ୍କ ସନ୍ଦେହଜନକ ମୃତ୍ୟୁ। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ମାନେ ହେଲେ ଜ୍ୟୋତ୍ସ୍ନାରାଣୀ ଦାସ ଓ ତାଙ୍କ ପୁଅ ସୁଧୀର ପଣ୍ଡା । ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ପୋଲିସକୁ ଜଣାଇଥିଲେ ଲୋକେ । ଘଟଣାସ୍ଥଳରେ

ଶ୍ରାବଣ ସୋମବାରରେ ଅଘଟଣ

ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ଭେଟନଈରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଋଷିକୂଲ୍ୟା ନଦୀରୁ ପାଣି ନେଇ ତାଡ଼କେଶ୍ୱର ଶିବ ମନ୍ଦିରକୁ ଯାଉଥିବା ବେଳେ କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍। ଦୁଇ ମୃତ,୧୩ ଆହତ।ଆହତ ଓ ମୃତକମାନେ ବୁଗୁଡ଼ା ବ୍ଳକ ଅରଖପୁର ଗ୍ରାମର। ଦୁଇ ମୃତକଙ୍କ ମଧ୍ୟରେ

ପୁଅକୁ ନେଇ ସ୍କୁଲ ଛାଡ଼ିବାକୁ ଯାଉଥିଲେ ବାପାମା’; ମାଡ଼ିଗଲା କାର୍

ହସଖୁସିରେ ୫ବର୍ଷ ପୁଅକୁ ସାଥିରେ ଧରି ବାଇକ୍‌ରେ ସ୍କୁଲ ଛାଡ଼ିବାକୁ ଯାଉଥିଲେ ବାପାମା’। ହେଲେ ସେମାନଙ୍କ ହସଖୁସି ବେଶୀ ସମୟ ରହିନଥିଲା। କ୍ଷଣିକରେ ସବୁ କିଛି ସରିଯାଇଥିଲା। ଘରଠୁ କିଛି ବାଟ ଗଲା ପରେ ଦ୍ରୁତଗତିରେ ଏକ କାର୍‌ ଆସି ବାଇକ୍‌ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ : ୪ ଗିରଫ

କୋଟିଏ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ବାଲେଶ୍ୱର ରେଳଷ୍ଟେସନ ରୋଡରୁ ବ୍ରାଉନସୁଗାର ଜବତ କଲା ଏସଟିଏଫ୍ । ସଂଧ୍ୟା ସମୟରେ ବ୍ରାଉନ ସୁଗାର ଡିଲ ପାଇଁ ଚାଲିଥିଲା ବଡ଼ ଧରଣ ଯୋଜନା । ଛଦ୍ମ ବେଶରେ ଛକି ରହିଥିବା ଏସଟିଏଫ୍ ଅଫିସରଙ୍କ ହାତରେ ଧରା ପଡ଼ିଥିଲେ ୪ ଅଭିଯୁକ୍ତ । ସେମାନେ ହେଲେ