କଟକ ଏସଡିଜେଏମ ଅଦାଲତରେ ଅନୁଭବ ଓ ବର୍ଷା
କଟକ ଏସଡିଜେଏମ ଅଦାଲତରେ ଅନୁଭବ ଓ ବର୍ଷା। ବର୍ଷା ଦାୟର କରିଥିବା ଘରୋଇ ହିଂସା ମାମଲାରେ ଉଭୟ ହାଜରହୋଇଛନ୍ତି। ଉଭୟଙ୍କ ମଧ୍ୟରେ କନସିଲେସନ ହୋଇଛି । ନିଜେ କଟକ ଏସଡିଜେଏମ କାଉନସେଲିଂ କରୁଛନ୍ତି। ଉଭୟ ବର୍ଷା ଓ ଅନୁଭବ ମଧ୍ୟାହ୍ନ ଭୋଜନ ପାଇଁ ବାହାରି ଯାଇଛନ୍ତି।
କନସିଲେସନ ପାଇଁ!-->!-->!-->…
