Odia News Portal
Browsing Tag

swadhikar news

ବମିଖାଲ ଓଭରବ୍ରିଜରୁ ତଳକୁ ଖସିଲା କାର୍: ଡ୍ରାଇଭର ଗୁରୁତର

ରାଜଧାନୀରେ ଭୟଙ୍କର ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ବମିଖାଲ ଓଭରବ୍ରିଜରୁ ତଳକୁ ଏକ କାର୍ ଖସିବା ଫଳରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି। ତେବେ ଏହି କାରଟିକୁ ଦେଖିଲେ ସହଜରେ ଅନୁମାନ କରି ହେଉଛି କେତେ ଭୟଙ୍କର ଏହି

ଦାନା ବାନ୍ଧୁଛି ଲଘୁଚାପ, ପଛକୁ ପଛ ଆସୁଛି ୨ ବାତ୍ୟା

ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ୨୯ ତାରିଖରେ ଘୂର୍ଣ୍ଣିବଳୟ ଏବଂ ଏହାର ପରବର୍ତ୍ତୀ ୨୪ ଘଣ୍ଟା ପରେ ଏହା ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ହେବାକୁ ଥିବା ଏହି ଲଘୁଚାପ କ୍ରମଶ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ

ହୋଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍ ଲିକରୁ ଲାଗିଗଲା ନିଆଁ

ହୋଟେଲରେ ଅଗ୍ନିକାଣ୍ଡ । ଗ୍ୟାସ୍ ଲିକରୁ ନିଆଁ ଲାଗି ଜଳିଗଲା ହୋଟେଲ। ଗଜପତି ଜ଼ିଲ୍ଲା ମୋହନା ଥାନା ଲୁହାଗୁଡ଼ି ଛକ ସ୍ଥିତ ରାଜ୍ ପୁତ୍ ଲାଇନ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ସକାଳୁ ଖାଦ୍ୟ ପ୍ରସ୍ତୁତି ବେଳେ ହୋଟେଲର ରୋଷେଇ ଘରେ ହଠାତ ଅଗ୍ନିକାଣ୍ଡ ହୋଇଥିଲା । ଗ୍ୟାସ୍ ଲିକ୍ ରୁ ଏହି

ଟ୍ରେନ୍‌ରେ ମହିଳା କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ: ୨ ଗିରଫ

ସରଯୁ ଏକ୍ସପ୍ରେସ୍‌ରେ ମହିଳା କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୋଲିସ ଏନ୍‌କାଉଣ୍ଟରରେ ଟଳି ପଡ଼ିଛନ୍ତି। ଅଯୋଧ୍ୟାର ପୁରା କଲନ୍ଦରରେ ମୁଖ୍ୟ ଅଭିଯୁକ୍ତ ଅନିସ୍‌ଙ୍କୁ ପୋଲିସ ଓ ଏସ୍‌ଟିଏଫ୍‌ ଏନ୍‌କାଉଣ୍ଟର କରିଛି। କ୍ରସ୍‌ ଫାୟାରିଂରେ ଅନିସ୍‌ ଟଳି ପଡ଼ିଥିବା ପୋଲିସ

ଅଲଗା ହେବେନି ବର୍ଷା-ଅନୁଭବ

ସିନେ ଦମ୍ପତ୍ତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ଆଜି ସମ୍ପୂର୍ଣ୍ଣ ଭାବେ ଭିନ୍ନ ମୋଡ଼ ନେଇଛି | କୋର୍ଟ ଲଢେଇରେ ଅନୁଭବଙ୍କୁ ଝଟକା ଲାଗିଛି | ଅଭିନେତା ତଥା ସାଂସଦ ଅନୁଭବ ଦାଖଲ କରିଥିବା ଛାଡପତ୍ର ପିଟିସନକୁ. କଟକ ଫାମିଲି କୋର୍ଟ ଖାରଜ କରିଦେଇଛନ୍ତି | ତେବେ କେବଳ ଅନୁଭବ ନୁହେଁ ବରଂ

ବାତ୍ୟା ସମ୍ପର୍କରେ କୌଣସି ପୂର୍ବାନୁମାନ କରାଯାଇନାହିଁ : ଆଇଏମଡି ଡିଜି

ଅକ୍ଟୋବରରେ ବାତ୍ୟା ଆଶଙ୍କା ରହିଛି । ତେବେ ବାତ୍ୟା ସମ୍ପର୍କରେ କୌଣସି ପୂର୍ବାନୁମାନ କରାଯାଇନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ଏସମ୍ପର୍କରେ ଗୁଜବକୁ ବିଶ୍ବାସ ନ କରିବାକୁ ସେ

 ବାଚସ୍ପତି ଡ଼ାକିଲେ ସର୍ବଦଳୀୟ ବୈଠକ

ମୌସୁମୀ ଅଧିବେଶନ ସୁରୁଖୁରୁରେ ଚାଲିବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ  । ୪ଟାରୁ ସର୍ବଦଳୀୟ ବୈଠକ ଆରମ୍ଭ ହେଉଛି  । ଆଜିଠୁ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଗୃହ ଚାଲିବ  । ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି l ଆଜି

ବିଧାନସଭାରେ ଉପସ୍ଥାପନ ହେଲା ୨୮,୨୦୦ କୋଟିର ଅତିରିକ୍ତ ବଜେଟ୍

ବିଧାନସଭାରେ ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବାଧିକ ୪୬୯୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ପଞ୍ଚାୟତି ରାଜ ବିଭାଗ ପାଇଁ ୪୦୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗଣଶିକ୍ଷା

ହକ୍ ପାଇଁ ଲଢେଇ:ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି କର୍ମୀ

୧୦ ଦଫା ଦାବି ନେଇ ଶହଶହ ଅଙ୍ଗନବାଡି କର୍ମୀ ରାଜଧାନୀର ଲୋୟର୍ ପିଏମଜିରେ  ଆନ୍ଦୋଳନ କରୁଛନ୍ତି। ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସହିତ ମାସିକ ଦରମା ୧୮ହଜାର ଟଙ୍କା ଦେବାକୁ ଦାବି କରାଯାଇଛି । ଅଙ୍ଗନବାଡି ସହାୟିକାଙ୍କୁ ୯ହଜାର ଟଙ୍କା ଦରମା ଦେବାକୁ ଦାବି ହୋଇଛି ।ଖାଲି

ବିଧାନସଭା ଅଧିବେଶନରେ ପ୍ରଥମ ଥର ଯୋଗ ଦେଲି, ହେଲେ ଦେଖିବାକୁ ନାହାନ୍ତି ବାପା: ଦୀପାଳି ଦାସ

ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ବିଧାୟିକା ଭାବେ ନିର୍ବାଚିତ ହେବା ପରେ ପ୍ରଥମ କରି ବିଧାନସଭା ଅଧିବେଶନରେ ଯୋଗ ଦେଇଛନ୍ତି ସ୍ବର୍ଗତ ନବ ଦାସଙ୍କ ଝିଅ ତଥା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ। ଏହି ଅବସରରେ ସେ କହିଛନ୍ତି, ଆଜି ମୋ ପାଇଁ ଗର୍ବ ଓ ଗୌରବ ଦିନ। ଆଜି