କଳାହାଣ୍ଡି ମେଡିକାଲ କଲେଜ: ଭିତ୍ତିଭୂମି ଯୋଗାଇବ ଏମ୍କେସିଜି
ରାଜ୍ୟରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ସରକାରୀ ମେଡିକାଲ କଲେଜକୁ ସହଯୋଗ କରିବେ ୩ଟି ପୁରୁଣା ମେଡିକାଲ କଲେଜ ତଥା କଟକର ଏସ୍ସିବି, ବ୍ରହ୍ମପୁରର ଏମ୍କେସିଜି ଓ ବୁର୍ଲାର ଭୀମ୍ସାର। ରାଜ୍ୟ ଏହି ସରକାର ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ଏମ୍କେସିଜି ମେଡିକାଲ କଲେଜରୁ!-->…
