ଲାଞ୍ଚ ନେଉଥିଲେ ଜିଆରଏସ୍, ଧରିଲା ଭିଜିଲାନ୍ସ
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତର ଜିଆରଏସ୍ ଯଦୁମଣି ମାଝୀ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ଫାଇନାଲ ବିଲ୍ ସହ ବୋନସ ଅର୍ଥ ଦେବା ପାଇଁ ସେ ପୋଡ଼ାପୋଡ଼ା ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଠାରୁ ୪ ହଜାର!-->!-->!-->…
