ନନ୍ଦନବିହାରରେ ତିନି ମହଲା କୋଠାରେ ଅଗ୍ନିକାଣ୍ଡ
ନନ୍ଦନ ବିହାର ଅଞ୍ଚଳରେ ତିନି ମହଲା କୋଠାରେ ଅଗ୍ନିକାଣ୍ଡ। ସ୍କାୟେଟେକ୍ ଇନ୍ଫୋସିଟି ଭିଲାରେ ଅଗ୍ନିକାଣ୍ଡ ଘଟିଛି। ପ୍ରଥମ ମହଲାରୁ ତିନି ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି।ସୂଚନା ଥାଉକି, ଅଗ୍ନିକାଣ୍ଡରେ ତିନୋଟି ଘରର ସମସ୍ତ ଆସବାବପତ୍ର ନଷ୍ଟ । ସର୍ଟ!-->…
