କଂଗ୍ରେସ କହିଲା- ଏକଛତ୍ରବାଦୀ କେତେ ଡରୁଆ ?
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ଚର୍ଚ୍ଚାରେ ଭାଗ ନେଇଛନ୍ତି । ଏବି ସମୟରେ ସେ ଲୋକସଭାରେ ନିଜର ତର୍କ ରଖିଥିଲେ । କଂଗ୍ରେସ ଏହାରି ଭିତରେ ଅଭିଯୋଗ କରିଛି ଯେ ରାହୁଲ ଗାନ୍ଧୀଙ୍କ ଭାଷଣ ବେଳେ ତାଙ୍କୁ ସଂସଦ ଟିଭିର ପରଦାରେ କମ ସମୟ ଯାଏ ଦେଖିବାକୁ!-->…
