ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦ ହେଲା ସ୍କୁଲ
ଚାରିଆଡ଼େ ଲାଗିରହିଛି ବର୍ଷା ବିତ୍ପାତ। ସବୁଠି ପ୍ରବଳ ବର୍ଷା ଯୋଗୁ ଲୋକେ ହଇରାଣ ହେଉଛନ୍ତି। କେଉଁଠି ଆପ୍ରୋଚ ରୋଡ ଭାସିଗଲାଣି ତ ଆଉ କେଉଁଠି ରାସ୍ତାରେ ୫/୬ ଫୁଟର ପାଣି। ପିଲାମାନେ ସ୍କୁଲ ଯିବାରେ ମଧ୍ୟ ନାନା ସମସ୍ୟା ଦେଖାଦେଇଛି। ସେଥିପାଇଁ ରାଜ୍ୟରେ ୧୪ ସ୍କୁଲ ବର୍ଷା ପାଇଁ ବନ୍ଦ!-->…
