କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ମିଳିଲା ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା
ଦୁଷ୍କର୍ମ ଅଭିଯୋଗ ମାମଲାରେ ଫେରାର କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି। ସୌରିନ ଭଟ୍ଟଙ୍କୁ ତଦନ୍ତରେ ସହଯୋଗ କରିବାକୁ ଓ ଥାନାରେ ହାଜର ହେବାକୁ କୁହାଯାଇଛି। ଏହାଛଡ଼ା ପୀଡ଼ିତଙ୍କ ୧୬୪ ବୟାନ ରେକର୍ଡ ହେବ।ସୂଚନାଯୋଗ୍ୟ, ସୌରିନ ଭଟ୍ଟ ଜାମିନ ଲୋଡି!-->…
