Odia News Portal
Browsing Tag

swadhikar news

ଭିଜିଲାନ୍ତ୍ର ଜାଲରେ ମହିଳା ଅଧିକାରୀ

 ୩୧ ହଜାର ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ତ୍ର । ଡିପିସି ଅଫିସରେ ଜେଣ୍ଡର କୋଅର୍ଡିନେଟର ପୁଷ୍ପାଙ୍ଗିନୀ ଯୋଗୀ ଧରାପଡିଲା । ପ୍ରଧାନ ଶିକ୍ଷକଙ୍କ ବିଲ୍ ଆଡଜଷ୍ଟ ପାଇଁ ଲାଞ୍ଚ ନେଉଥିଲେ ।

ମମତାଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ତ୍ରୁଟି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଯୁବକଙ୍କୁ ପୋଲିସ କାବୁ କରିଛି । ଉକ୍ତ ଯୁବକଙ୍କ ନା ନୁର ଆଲମ । ପୋଲିସର ସୂଚନା ମୁତାବକ ଉକ୍ତ ଯୁବକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ

କଂଗ୍ରେସ ଭବନରେ ଉତେଜନା

କଂଗ୍ରେସ ଭବନରେ ବିଶୃଙ୍ଖଳା । ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଘରେ ବସିଲା ଶୃଙ୍ଖଳ କମିଟି ବୈଠକ । ଏହି ବୈଠକରେ ଅନ୍ୟାନ୍ୟ ନେତା ମଧ୍ୟ ଯୋଗ ଦେଇଛନ୍ତି । ଦଳରୁ ନିଲମ୍ବିତ ହୋଇଥିବା ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବଙ୍କ ସମର୍ଥକ ଆଜି କଂଗ୍ରେସ ଭବନ ଭିତରେ ଧସେଇ

ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଓଡ଼ିଶା ବିଜେପି ନେତାଙ୍କ ଦରଦ ନାହିଁ: ବିଜେଡି

ରାଜ୍ୟର ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଓଡ଼ିଶା ବିଜେପିର କୌଣସି ଦରଦ ନାହିଁ। ସେମାନେ କେବଳ କେନ୍ଦୁପତ୍ର ତୋଳାଳିଙ୍କୁ ନେଇ ରାଜନୀତି କରିବା ଜାଣନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବଦାନକୁ ସ୍ବୀକାର କରିବାକୁ ରାଜ୍ୟ ବିଜେପି ନେତାମାନଙ୍କ ସତ୍ ସାହାସ

ଆଠଗଡର ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ

ଆଠଗଡ଼ ଅବକାରୀ ବିଭାଗକୁ ସଫଳତା । ନରସିଂହପୁର ବାଗଧରିଆ ଛକ ନିକଟରୁ ୬୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ । ଗଞ୍ଜେଇ ଚାଲାଣ ଅଭିଯୋଗରେ ନୟାଗଡ଼ ଶରଣକୁଳ ଅଂଚଳର ମାନସ କୁମାର ପ୍ରଧାନ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା

ଲଗାଣ ବର୍ଷା ସାଜିଲା ବାଧକ, ପରୀକ୍ଷାରୁ ବଞ୍ଚିତ ହେଲେ ୧୨୩ ଛାତ୍ରଛାତ୍ରୀ

ପରୀକ୍ଷାରୁ ବଞ୍ଚିତ ହେଲେ ୧୨୩ ଜଣ ଛାତ୍ରଛାତ୍ରୀ । ଲଗାଣ ବର୍ଷା ଯୋଗୁଁ ପରୀକ୍ଷାରୁ ବଞ୍ଚିତ ହେଲେ ଯୁକ୍ତ ୩ ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀ । ଖବର ଅନୁଯାୟୀ, ବୁଧବାର ଦିନ ଯୁକ୍ତ ୩ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଥିଲା । ବର୍ଷା ଯୋଗୁ ବିଭିନ୍ନ ରାସ୍ତା ଓ ପୋଲରେ ଜମି ରହିଛି ପାଣି ।

ସିଏମସି ସମ୍ମୁଖରେ ଶବ ରଖି ଧାରଣା

ମୁକୁଳା ଡ୍ରେନରେ ପଡି ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟଣା । କ୍ଷତିପୁରଣ ଦାବିରେ ସିଏମସି ଅଫିସ ସମ୍ମୁଖରେ ଶବ ରଖି ଧାରଣା । କାଲିଠୁ ମୃତ୍ୟୁ ହୋଇଥିଲେ ବି କିଛି ସହାୟତା ମିଳିନଥିବା ଅଭିଯୋଗ ହୋଇଛି । କାଲି ବାରପଥର ନିକଟ ମୁକୁଳା ଡ୍ରେନରେ ପଡି ମୃତ୍ୟୁ ହୋଇଥିଲା ।

୨୩ରେ ହୀରାକୁଦ ନଦୀବନ୍ଧରୁ ଛଡାଯିବ ବନ୍ୟାଜଳ

୨୩ରେ ହୀରାକୁଦ ନଦୀବନ୍ଧରୁ ଛଡାଯିବ ବନ୍ୟାଜଳ । ସକାଳ ୯ଟା ସମୟରେ ବନ୍ୟାଜଳ ନିଷ୍କାସନ କରାଯିବ । ଫଳରେ ମହାନଦୀ ଓ ଏହାର ଶାଖାନଦୀରେ ବୃଦ୍ଧି ପାଇବ ଜଳସ୍ତର । ଏଥିପାଇଁ ସର୍ବସାଧାରଣଙ୍କ ପାଇଁ ଜାରି ହୋଇଛି ସତର୍କସୂଚନା । ଏହି ସମୟରେ ଯେପରି କୌଣସି ଦୁର୍ଘଟଣା ନଘଟେ ସେଥିପାଇଁ ନଦୀରେ ପ୍ରବେଶ

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ପିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣ ଘଟିଛି ବରଗଡ଼ ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧ କେଶବ ନଗରରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ରାକେଶ ପ୍ରଧାନ। ତାଙ୍କୁ ୨୨ବର୍ଷ ହୋଇଥିଲା।ଗତକାଲି ରାତି ୮ଟା ସମୟରେ ରାକେଶଙ୍କୁ ତାଙ୍କର ଦୁଇ ସାଙ୍ଗ ତାଙ୍କୁ

ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ଭୂଗୋଳ ଶିକ୍ଷକ

ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ଭୂଗୋଳ ଶିକ୍ଷକ । ଭରତପୁର ଥାନାରେ ଛାତ୍ରୀଙ୍କ ପରିବାରର ଲିଖିତ ଅଭିଯୋଗ ପରେ ଶିକ୍ଷକ ଗିରଫ । ଭୂଗୋଳ ଶିକ୍ଷକ କାଳୁଚରଣ ବଡଜେନାଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ । ଆଜି ଭୂଗୋଳ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଥିଲା । ସ୍କୁଲ ଛାତ୍ରୀଙ୍କୁ