Odia News Portal
Browsing Tag

swadhikar news

ରାଜ୍ୟରେ ଆଗାମୀ ୫ ଦିନ ଯାଏ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବଢ଼ିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ନିଜ ଟ୍ୱିଟର ବାୟୋରେ ‘ଇଣ୍ଡିଆ’ ହଟାଇ ‘ଭାରତ’ ଲେଖିଲେ

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ନିଜ ଟ୍ୱିଟର ବାୟୋରେ ‘ଇଣ୍ଡିଆ’ ହଟାଇ ‘ଭାରତ’ ଲେଖିଛନ୍ତି । ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖାଯିବା ପରେ ସେ ତାଙ୍କ ଟ୍ବିଟର ବାୟୋରେ ଏପରି ପରିବର୍ତ୍ତନ କରିଛନ୍ତି । ବିରୋଧୀ ମେଣ୍ଟ ନାଁ ‘ଇଣ୍ଡିଆ’ ରଖାଯିବା ପରେ ସର୍ମା ଏକ ଟୁଇଟ୍‌

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାମୋଦର ରଥଙ୍କ ନିର୍ଦ୍ଧେଶକ୍ରମେ ଏକ ଆଇନ ସଚେତନତା ସଭା ଗ୍ରାମ ମଙ୍ଗଳ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ, ରୁଢିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ

ଟ୍ରାନ୍ତ୍ରଫର୍ମର ଫାଟି ୧୫ ମୃତ

ବିଦ୍ୟୁତ ଟ୍ରାନ୍ତ୍ରଫର୍ମର ଫାଟି ୧୫ ମୃତ । ଚମୋଲି ଜିଲ୍ଲା ଅଳକାନନ୍ଦା ନଦୀ ତଟରେ ଅଘଟଣ ଘଟିଥିବା ସୂଚନା ମିଳିଛି । ୧୫ ଜଣଙ୍କ ମୃତ୍ୟୁ ହୋଇଥବାବେଳେ ଅନେକ ଆହାତ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରୁ ୪ ଜଣ ପୋଲିସ କର୍ମଚାରୀ ଥିବା ଜଣାପଡିଛି ।

ରାଜଧାନୀରେ ବି ଶିଶୁକନ୍ୟା ଅଲୋଡା

ଭୁବନେଶ୍ୱର ନନ୍ଦନକାନନ ନିକଟରୁ ଶିଶୁକନ୍ୟା ଉଦ୍ଧାର । ନନ୍ଦନକାନନ ଥାନା ସମ୍ମୁଖ ପୋଲ ତଳୁ ନବଜାତ କନ୍ୟା ସନ୍ତାନ ଠାବ ହୋଇଛି । ଏକ ଅଖା ବସ୍ତାରୁ ଗୁଡା ହୋଇ ପଡିଥିବା ବେଳେ ଉଦ୍ଧାର କରାଯାଇଛି । ଶିଶୁକନ୍ୟାକୁ ଉଦ୍ଧାର କଲେ ସ୍ଥାନୀୟ ରଘୁନାଥପୁର ଗାଁ ଲୋକେ । ଉଦ୍ଧାର ପରେ ଶିଶୁକନ୍ୟାକୁ

କେନ୍ଦୁପତ୍ର ହିତାଧିକାରୀଙ୍କୁ ୫୬ କୋଟି ଟଙ୍କାର ବୋନସ୍‌

ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ୟ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ଦ୍ୱାରା ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ । ଏହି ବୋନସ୍‌ ଓ

ଏନଏସିି ଘୋଷଣା ଦାବିରେ ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ

ଏନଏସିି ଘୋଷଣା ଦାବିରେ ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ । ଆମ ଆଦମୀ ପାର୍ଟି ସୁବର୍ଣ୍ଣପୁର ପକ୍ଷରୁ ଏହି ବନ୍ଦର ଡାକରା ଦିଆଯାଇଛି । ବୀରମହାରାଜପୁରକୁ ଏନଏସି ଘୋଷଣା ଦାବିରେ ଗତ ୩ ତାରିଖରୁ ଆମ ଆଦମୀ ପାର୍ଟି ପକ୍ଷରୁ ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି

କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ

ଆସୁଛି ଆଉ ଏକ ଲଘୁଚାପ: କାଲିଠୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି ଏବଂ ପରିମାଣ । ଆସନ୍ତାକାଲିଠୁ ୨୨ ତାରିଖ ପର୍ଯ୍ୟନ୍ତ ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷା ନେଇ ସତର୍କତା ଜାରି