୩୧ କିଲୋଗ୍ରାମ ଗଞ୍ଜେଇ ଜବତ: ୪ ଗିରଫ
ସମ୍ବଲପୁର ସହର ଗଞ୍ଜେଇ ଚୋରା ଚାଲାଣର ଏକ ପ୍ରମୁଖ ମାର୍ଗ ରୂପେ ଉଭା ହୋଇଥିବା ବେଳେ ଅବକାରୀ ବିଭାଗର ପାଟ୍ରୋଲିଂ ସମୟରେ ନିୟମିତ ଗଞ୍ଜେଇ ସମେତ ଦାମୀକିଆ କାର ଓ ଚାଲାଣକାରୀ ଧରାପଡୁଛନ୍ତି। ଏହି କ୍ରମରେ ରବିବାର ପାଟ୍ରୋଲିଂ ସମୟରେ ୨ଟି ସ୍ଥାନରୁ ଅବକାରୀ ବିଭାଗର ଦୁଇଟି ଦଳ ସମୁଦାୟ!-->…
