ବଲାଙ୍ଗିର ଏସ୍ପିଙ୍କୁ ଅଦ୍ରିଜା ମଞ୍ଜରୀ ସିଂହଦେଓଙ୍କ ଇ-ମେଲ୍
ବଲାଙ୍ଗିର ଏସ୍ପିଙ୍କୁ ଅଦ୍ରିଜା ମଞ୍ଜରୀ ସିଂହଦେଓଙ୍କ ଇ-ମେଲ୍ । ପୋଲିସର ସୁରକ୍ଷା ମାଗିଛନ୍ତି ବଲାଙ୍ଗିର ରାଜପରିବାର ସାନବୋହୂ । ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ୍ ଆସିବାକୁ ଚାହୁଁଛନ୍ତି ଅଦ୍ରିଜା । ସେଠାରେ ଥିବା ତାଙ୍କର ଜିନିଷପତ୍ର ଆଣିବାକୁ ଆସିବେ । ଅର୍କେଶ ଓ ତାଙ୍କ ପରିବାର ପକ୍ଷରୁ!-->…
