ରେଭେନ୍ସା ବିଶ୍ବବିଦ୍ୟାଳୟ ନାମରେ ଜମି ନାହିଁ: ପୂର୍ତ୍ତ ବିଭାଗ ନାଁରେ ୮୧ ଏକର ଜମି, ବଦଳି ପାରୁନି ମାଲିକାନା
ଓଡ଼ିଶାର ସର୍ବ ପ୍ରଥମ କଲେଜ ତଥା ଆଜିର ରେଭେନ୍ସା ବିଶ୍ବବିଦ୍ୟାଳୟ ନାମରେ ଜମି ନାହିଁ। ମୂଳ ବିଶ୍ବବିଦ୍ୟାଳୟ ଯେଉଁ ଜମି ଉପରେ ଛିଡ଼ା ହୋଇଛି ତାହା ପୂର୍ତ୍ତ ବିଭାଗ ନାମରେ ରହିଛି। ତାହାର ମାଲିକାନା ରେଭେନ୍ସା ବିଶ୍ବବିଦ୍ୟାଳୟ ନାମକୁ ଆସିପାରୁ ନାହିଁ। ରେଭେନ୍ସା ନାମରେ…
