Odia News Portal
Browsing Tag

swadhikar news

ଜ୍ଞାନବାପୀ ମସଜିଦ୍ ମାମଲାରେ ହାଇକୋର୍ଟରୁ ମୁସଲିମ୍ ପକ୍ଷଙ୍କୁ ଝଟକା

ଉତ୍ତର ପ୍ରଦେଶ ବାରଣାସୀରେ ଥିବା ଜ୍ଞାନବାପୀ ମସଜିଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ମୁସଲିମ୍ ପକ୍ଷ ଆବେଦନକୁ ଖାରଜ କରିଦେଇଛନ୍ତି । ବାରଣାସୀ ଅଦାଲତରେ ଶୃଙ୍ଗାର ଗୌରୀଙ୍କ ନିୟମିତ ପୂଜା ମାମଲା ଜାରି ରହିବ । ଆହ୍ଲାବାଦ ହାଇକୋର୍ଟ ବାରଣାସୀ ଜିଲ୍ଲା ଜର୍ଜ ସେପ୍ଟେମ୍ବର ୧୨ ତାରିଖରେ ଦେଇଥିବା…

ଜୁନ୍ ୬ରେ ଲଘୁଚାପ ଆଶଙ୍କା

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଜୁନ୍‌‌ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଦକ୍ଷିଣ ଓ ପୂର୍ବ ଭାରତକୁ ପ୍ରବାହିତ ହେବାକୁ ଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ। ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ…

ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିନିଅର ଆସିଣ୍ଟାଣ୍ଟ

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖଡିଆଳ ଡିଏଫଓ ଅଫିସର ସିନିଅର ଆସିଣ୍ଟାଣ୍ଟ ସଂଜୟ କୁମାର ବାଗ ସୂଚନା ଅନୁଯାୟୀ, ୨୦୨୨ ମସିହାରେ ସ୍ବେଚ୍ଛାକୃତ ଅବସର ପରେ ବିନୋଦିନୀ କୈବର୍ତ୍ତଙ୍କ ପେନସନ ପେପର କରିବା ପାଇଁ ସଂଜୟ କୁମାର ବାଗ ୨୦ ହଜାର ଟଙ୍କା…

ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ୧୬ ହଜାର କୋଟି ଛୁଇଁଲା

୨୦୨୨-୨୩ ଆର୍ôଥକବର୍ଷରେ ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କାରବାର ୧୬,୦୦୦ କୋଟି ଟଙ୍କାରେ ପହଞ୍ଚିଥିବା ଜଣାପଡିଛି । ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଛି । ୨୦୧୩-୧୪ ଆର୍ôଥକବର୍ଷରେ ଏହି ପରିମାଣ ମାତ୍ର ୬୮୬ କୋଟି ରହିଥିବାବେଳେ ଏଥିରେ ୨୩ ଗୁଣା ବୃଦ୍ଧି ଘଟିଛି । ଭାରତ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ ରହିଛି। ବାଣିଜ୍ୟରେ ୮୧ ଦଶମିକ ୧୨ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଆଜି ଭୁବନେଶ୍ୱରର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ…

କଟକରେ ପୋଲ ଭୁଶୁଡି ନାବାଳିକା ଗୁରୁତର

ଡ୍ରେନ୍ ଉପରେ ଯାଇଥିବା ପୁରୁଣା ଲୁହା ପୋଲ ଭୁଶୁଡିଲା । ବକ୍ସ ଡ୍ରେନ୍ କାମ ଚାଲୁଥିବା ବେଳେ ଭୁଷୁଡିଲା ପୋଲ । ଡ୍ରେନ୍ ଉପରେ ଯାଇଥିବା ପୁରୁଣା ଲୁହା ପୋଲ ଭୁଶୁଡିଲା । ଜଣେ ନାବାଳିକା ପୋଲ ଉପରେ ଯିବା ବେଳେ ଭୁଶୁଡି ଥିବା ଖବର ସାମ୍ନାକୁ ଆସିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା…

ଆସନ୍ତା କାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଆସନ୍ତା କାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ଆସନ୍ତା କାଲି ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ରେଜଲ୍ଟ, ଏ ନେଇ ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।ସୂଚନାଯୋଗ୍ୟ, ମାର୍ଚ୍ଚ ୧ରୁ +୨ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହୋଇଥିଲା ।…

ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ଉତ୍ତପ୍ତ ସହର

ଅସହ୍ୟ ଗରମ ଓ ଗୁଳୁଗୁଳିରେ ବ୍ୟତିବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ । ପଶ୍ଚିମରେ ପ୍ରବଳ ତାତି କଲବଲ କରୁଥିବା ବେଳେ ଉପକୂଳ ଓ ଅଭ୍ୟନ୍ତରୀଣ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଆଜି ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ଥିଲା । ଏଠାରେ ତାପମାତ୍ରା ଥିଲା ୪୩ ଡିଗ୍ରୀ…

ଗରିବଙ୍କୁ ଘର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଉଚିତ ପଦକ୍ଷେପ ନେଇଛନ୍ତି: ସୁରେଶ ରାଉତରାୟ

ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନାକୁ ସ୍ବାଗତ କଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ୍ ରାଉତରାୟ। ଗରିବଙ୍କୁ ଘର ଯୋଗାଇ ଦେବା ପାଇଁ ନବୀନ ପଟ୍ଟନାୟକ ଉଚିତ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଉଛି ବୋଲି ସୁର ରାଉତ କହିଛନ୍ତି। ଆବାସ ଯୋଜନାରେ…