Odia News Portal

ୱାଟରପାର୍କରେ ବୋମାମାଡ: ୭ ଗିରଫ

ଚନ୍ଦନପୁର ଥାନା ୱାଟର ପାର୍କରେ ବୋମା ଓ ଗୁଳିମାଡ ହୋଇଥିବା ସୂଚନା । ୭ ଜଣ ଗିରଫ ହୋଇଥିବା ବେଳେ ୨ଟି ବନ୍ଧୁକ ଓ ୪ଟି ଗୁଳି ଜବତ ହୋଇଥିବା ଏସଡିପିଓ ସୂଚନା  ।