ବଡ଼ଦାଣ୍ଡରେ ଆଗେଇ ଚାଲିଛି ରଥକାମ; ଅଖ ଉପରକୁ ଉଠିଲା ଦଣ୍ଡା
ଚଳଚଞ୍ଚଳ ହୋଇଉଠିଛି ରଥଖଳା । ସାଆନ୍ତେଙ୍କ ପାଇଁ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ଚକ ଥାକ ସହ ଦିଗ ନିର୍ଣ୍ଣୟ ପରେ ତିନିରଥ ଅଖ ଉପରକୁ ଉଠିଛି । ରଥ ଯାତ୍ରା ପୂର୍ବ ଦିନ ତିନି ରଥ ଗୁଡ଼ିକ ବିନା ବାଧାରେ ଯେପରି ନିଜ ନିଜ ସ୍ଥାନରେ ସିଂହଦ୍ଵାର ଠାରେ ପହଞ୍ଚି ପାରିବ ସେ ଦୃଷ୍ଟିରୁ!-->…