Odia News Portal
Browsing Tag

swadhikar news

ରାଉରକେଲାରୁ ୪୫୦ ପେଟି ବିସ୍ଫୋରକ ଜବତ

ଉରକେଲା ବାଲୁଘାଟରେ ଦୁଇଟି ଟ୍ରକରୁ ୪୫୦ ପେଟି ବିସ୍ଫୋରକ ମିଳିଛି । ଗୋଟିଏରୁ ୩ ଶହ ପେଟି, ଅନ୍ୟ ଟ୍ରକରୁ ୧୫୦ ପେଟି ବିସ୍ଫୋରକ ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଉରକେଲା ଏସପି ନୀତେଶ ବର୍ଧାନି । ଟ୍ରକରେ ବେଆଇନ ଭାବେ ବିସ୍ଫୋରକ ପଠାଇବା ଅଭିଯୋଗ ରହିଛି । ପୂର୍ବରୁ ବିସ୍ଫୋରକ

୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ରାସ୍ତା: ମନ୍ତ୍ରୀ  

ସବୁ ପଜିଟିଜି ଗାଁକୁ ରାସ୍ତା ସଂଯୋଗ ପାଇଁ ଯୋଜନା କରାଯାଇଛି । ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ବଡ ପ୍ଲାନ । ପିଏମ ଜନମନ ଯୋଜନାରେ ଗାଁକୁ ହେବ ରାସ୍ତା । ୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ହେବ ରାସ୍ତା । କାମଆରମ୍ଭ ହୋଇଥିବା ପଞ୍ଚାୟତି ରାଜ ମନ୍ତ୍ରୀ ରବି

ପାର୍ଟ ପ୍ଲଟ ପ୍ରସଙ୍ଗ: ୩୦୦ ଡିଏସଆରଙ୍କୁ କାରଣ ଦର୍ଶାଅ ନୋଟିସ

ପାର୍ଟ ପ୍ଲଟ ପ୍ରସଙ୍ଗରେ  ୩୦୦  ଡିଏସଆରଙ୍କୁ କାରଣ ଦର୍ଶାଅ ନୋଟିସ । କାରଣ ଦର୍ଶାଅ ନୋଟିସ ଜାରି କଲା ରାଜସ୍ୱ ବିଭାଗ ।  ନୋଟିସ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।  ବେଆଇନ କାରବାର ପାଇଁ  ଡିଏସଆରଙ୍କୁ  ନୋଟିସ  ଦିଆଯାଇଛି ।  ପାର୍ଟ ପ୍ଲଟ  ବିକ୍ରି କ୍ଷେତ୍ରରେ 

ପଞ୍ଜାବରୁ ପାକିସ୍ତାନୀ ଗୁପ୍ତଚର ଗିରଫ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ସାମରିକ ପ୍ରତିକ୍ରିୟା ‘ଅପରେସନ ସିନ୍ଦୂର’ ସମୟରେ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜନ୍ସେ (ଆଇଏସଆଇ) ପାଇଁ ଗୁପ୍ତଚର ଏବଂ ଭାରତୀୟ ସେନା ଗତିବିଧି ବିଷୟରେ ସୂଚନା ଲିକ୍ କରିବା ଅଭିଯୋଗରେ ପଞ୍ଜାବ ପୋଲିସ ମଙ୍‌ଗଳବାର ଦିନ ତର୍ଣ୍ଣତାରନରୁ ଜଣେ

ବିସ୍ଫୋରକ ଲୁଟ୍‌ ଘଟଣାରେ ଗୋଦାମ ମାଲିକ ଗିରଫ

ସୁନ୍ଦରଗଡ଼ ବଡ଼ ଗାଁ ଇତମା ବିସ୍ଫୋରକ ଖଣି ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ ହୋଇଛନ୍ତି । ବିସ୍ଫୋରକ ଚାଲାଣ ବେଳେ କୌଣସି ସୁରକ୍ଷା SOP ପାଳନ କରି ନଥିଲେ ଶ୍ରବଣ ଅଗ୍ରୱାଲ । କେବଠୁ ଏମିତି ଚାଲି ଆସିଥିଲା , କେବଳ ଏହି ଜଣେ ବିସ୍ଫୋରକ ମାଲିକ ଏଭଳି କରିଛନ୍ତି ନା ଅନ୍ୟ କୌଣସି ଗୋଦାମ ମାଲିକ

ଶ୍ବାସରୁଦ୍ଧ ହୋଇ ଚାଲିଗଲା ୪ ଜୀବନ ; ପାଇଖାନା ଟାଙ୍କି ଫଲ୍ସ ଖସି ଅଘଟଣ

ନବରଙ୍ଗପୁର ନନ୍ଦାହାଣ୍ଡି ପଡ଼ାଲଗୁଡ଼ା ଗାଁରେ ଅଭାବନୀୟ ଘଟଣା । ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ପାଇଖାନା ଟାଙ୍କିରେ କାମ କରିବାବେଳେ ଏଭଳି ଅଘଟଣ ଘଟିଛି । ଏକ ନିର୍ମାଣାଧୀନ ପାଇଖାନାରେ କାମ କରୁଥିବାବେଳେ ପାଇଖାନାର ଫଲ୍ସ ଖସିଯାଇଥିଲା । ଫଳରେ ଶ୍ବାସରୁଦ୍ଧ ହୋଇ ୨ ଜଣ

ସୁନ୍ଦରଗଡ଼ରେ ବିସ୍ଫୋରକ ଗୋଦାମ ଯାଞ୍ଚ: ବିଭିନ୍ନ କାରଖାନାରେ ପୁଲିସ ଟିମ୍

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବାଙ୍କୋ ପଥର ଖଣିରୁ ମାଓବାଦୀ ୫ ଟନ୍ ବିସ୍ଫୋରକ ଲୁଟି ନେବା ଓ ପୁଲିସ ଅପରେସନରେ ଅଢ଼େଇ ଟନ୍ ଉଦ୍ଧାର ହେବା ଘଟଣା ଜିଲ୍ଲା ତଥା ରାଜ୍ୟରେ ହଇଚଇ ଖେଳାଇଦେଇଛି। ବିସ୍ଫୋରକ ବଡ଼ଗାଁ ଥାନା ଇତମା ଖଡ଼ିଆପଡ଼ାସ୍ଥ ଶ୍ରବଣ ଅଗ୍ରୱାଲଙ୍କ ଗୋଦାମରୁ ଯାଇଥିଲା। ଏହା ଭିତରେ

ଐତିହାସିକ ବିଜୟ: ଗୁକେଶଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଷ୍ଟାଭାଙ୍ଗରରେ ଚାଲିଥିବା ନରୱେ ଚେସ୍ ୨୦୨୫ ଟୁର୍ଣ୍ଣାମେଣ୍ଟରେ ବିଶ୍ୱ ନମ୍ବର ୧ ମ୍ୟାଗନସ୍ କାର୍ଲସେନଙ୍କ ବିପକ୍ଷରେ ଐତିହାସିକ ବିଜୟ ପାଇଁ ସୋମବାର ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ଚେସ୍ ଖେଳାଳି ଡି. ଗୁକେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ

ପକ୍ଷୀ ଧକ୍କା ଦେବା ପରେ ବିମାନର ଜରୁରୀକାଳୀନ ଅବତରଣ

ସୋମବାର ଦିନ ଅଧିକାରୀମାନେ କହିଛନ୍ତି ଯେ ରାଞ୍ଚି ବିମାନବନ୍ଦରରେ ପ୍ରାୟ ୪,୦୦୦ ଫୁଟ ଉଚ୍ଚତାରେ ଗୟଳ ଆକ୍ରମଣର ଶିକାର ହେବା ପରେ ରାଞ୍ଚି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ ଘଟଣା ସମୟରେ ବିମାନରେ ୧୭୫ ଜଣ ଯାତ୍ରୀ

ଗାଁ ଦାଣ୍ଡରେ ବୁଲୁଛି ହାତୀ, ଲୋକେ ଆତଙ୍କିତ

ଗାଁଦାଣ୍ଡରେ ବୁଲୁଛି ଦନ୍ତା । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପ୍ରତିମାଦେଇ ଶାସନ ଗାଁ ଦାଣ୍ଡରେ ସୋମବାର ସକାଳୁ ସକାଳୁ ଏକ ବଣୁଆ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ଏ ବାବଦରେ ପ୍ରଚାର ହୋଇଯିବା ପରେ ଲୋକେ ଆତଙ୍କିତ ହୋଇପଡ଼ିବା ସହ ଆଖପାଖ ଗାଁ ଗୁଡ଼ିକରେ କୋକୁଆ ଭୟ