୫ ହଜାର କେଜି ବାରୁଦ ଲୁଟ୍ ମାମଲା: ବାରୁଦ ଗୋଦାମ ସିଲ୍
ଗତକାଲି କେ ବଲାଙ୍ଗ ଥାନା ବାଙ୍କୋ ଲଙ୍ଗଲକଟା ନିକଟ ଏକ ପଥର ଖଣିକୁ ବିସ୍ଫୋରକ ନେଇ ଯାଇଥିବା ବେଳେ ବନ୍ଧୁକ ମୁନରେ ମାଓବାଦୀ ସମସ୍ତ ବିସ୍ଫୋରକ ଲୁଟ୍ କରିନେଇଥିବା ଅଭିଯୋଗ ପରେ ବୁଧବାର ଘଟଣାସ୍ଥଳରେ ଆଇଜି ଏବଂ ଏସପି ବଡଗାଁ ଥାନା ଇତମା ଠାରେ ଥିବା ବାରୁଦ ଗୋଦାମରେ ପହଞ୍ଚି ତଦନ୍ତ କରିଛନ୍ତି।!-->…