Odia News Portal
Browsing Tag

swadhikar news

ନବୀକରଣ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ସ୍ୱର୍ଗଦ୍ୱାର

ପୁରୀ: ପୁରୀର ସଦ୍ୟ ନୂତନ ନବୀକରଣ ହୋଇଥିବା ସ୍ୱର୍ଗ ଦ୍ୱାର ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି। ବହୁ ସମ୍ମାନିତ ସ୍ୱର୍ଗ ଦ୍ୱାର ଗତ ବର୍ଷ ପ୍ରଶାସନ ଦ୍ୱାରା ପୁନଃ ବିକାଶ ପାଇଁ ବନ୍ଦ ହୋଇଯାଇଥିଲା | ପୁନଃ ନିର୍ମାଣରେ ଏହା ଆଧୁନିକ ଶ୍ମଶାନରେ ରୂପାନ୍ତର ହୋଇଛି | ଜିଲ୍ଲାପାଳ ସମର୍ଥ…

ମମତା ବାନାର୍ଜୀଙ୍କ ଭାଇ ଅସୀମ ବାନାର୍ଜୀଙ୍କ କରୋନାରେ ପରଲୋକ

ପଶ୍ଚିମବଙ୍ଗ: ଦେଶରେ କରୋନା ମହାମାରୀ ଧିରେ ଧିରେ ତାର କାୟା ବିସ୍ତାର କରିବାରେ ଲାଗିଛି ।ଦୈନିକ ଲକ୍ଷେ ସଂକ୍ରମିତ ସଂଖ୍ୟା ସାମ୍ନାକୁ ଆସୁଥିବା ସମୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।ଆଉ ଏହି ସମୟରେ ପଶ୍ଚିମବଙ୍ଗରୁ ଆସିଛି ଦୁଃଖଦ ଖବର । ମୁଖ୍ୟମନ୍ତ୍ରୀ ମମତା…

ବେଲଗାମ୍ କରୋନା: ଦିନକରେ ୧୧୮୦୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୮୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୦୪୯୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧୯୪ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୬୬୧୧ ଜଣ…

ଆଜି ପବିତ୍ର ଅକ୍ଷୟ ତୃତୀୟା,ଜାଣନ୍ତୁ ଏହି ଦିନର ମହତ୍ତ୍ଵ…

ଭୁବନେଶ୍ବର: ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ବହୁ ମହତ୍ତ୍ୱ ରହିଛି। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ। ଏହି ପବିତ୍ର ଦିନରେ କରାଯାଉଥିବା ସ୍ନାନ, ଦାନ, ଯଜ୍ଞ ଭଳି ବିଭିନ୍ନ କର୍ମର ବହୁ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ଚଳିତ ବର୍ଷ…

ଚନ୍ଦନ ଯାତ୍ରା ପାଇଁ ୬ଟି ଏନଫୋର୍ସମେଣ୍ଟ ସ୍କ୍ବାଡ୍‌

ଭୁବନେଶ୍ବର: ଆସନ୍ତାକାଲି ଅକ୍ଷୟ ତୃତୀୟା ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା ଓ ରଥ କାଠ ଅନକୂଳ ହେବ । କୋରୋନା କଟକଣା ମଧ୍ୟରେ ବିନା ଭକ୍ତରେ ଆସନ୍ତା କାଲି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ୧୪୪…

ଚାଷୀଙ୍କ ଖାତାକୁ ଗଲା ୯୧୦ କୋଟି ‘କାଳିଆ ଟଙ୍କା’

ଭୁବନେଶ୍ବର: ଅକ୍ଷୟ ତୃତୀୟା ପୂର୍ବରୁ ଶୁକ୍ରବାର ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା କିସ୍ତି । ୪୨ ଲକ୍ଷ ଚାଷୀଙ୍କ ଖାତାକୁ ୯୧୦ କୋଟି ଟଙ୍କା ଜମା କରାଯାଇଛି। ଏହା ପୂର୍ବରୁ ଆଜି ସକାଳେ ଚାଷୀଙ୍କ ଖାତାକୁ ପିଏମ କିଷାନ ଟଙ୍କା ଦିଆଯାଇଥିଲା। ଦେଶର ୯.୫ କୋଟି ଚାଷୀଙ୍କ ଖାତାରେ ୧୯ ହଜାର…

କୋଭିଡ୍ ସ୍ଥିତି ନେଇ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍ ସ୍ଥିତି ଧିରେ ଧିରେ ବିଗିଡିବାରେ ଲାଗିଛି ।ତେବେ କରୋନା ସ୍ଥିତିର ମୁକାବିଲା ପାଇଁ ଆସନ୍ତା ୧୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବୈଠକ ୧୭ ତାରିଖରେ ବିଧାନସଭାର ସମ୍ମିଳନୀ କକ୍ଷରେ ବସିବ। ଆଲୋଚନାରେ ସମସ୍ତ…