Odia News Portal
Browsing Tag

swadhikar news

ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ; ବନ୍ୟପ୍ରାଣୀ ସଂରକ୍ଷଣ ସାମୂହିକ ଦାୟିତ୍ୱ ହେଉ: ରାଜ୍ୟପାଳ

ଯେତେବେଳେ ଏକ ଜଙ୍ଗଲକୁ ସୁରକ୍ଷା ଦେଉ ସେତେବେଳେ ଆମେ ଆମର ଜଳଛାୟାକୁ ସୁରକ୍ଷିତ କରୁ। ସେହିପରି ଯେବେ ଆମେ ଏକ ପ୍ରଜାତିକୁ ରକ୍ଷା କରୁ, ଆମେ ପରିବେଶଗତ ସନ୍ତୁଳନକୁ ରକ୍ଷା କରିଥାଉ। ସେହିଦୃଷ୍ଟିରୁ ମଣିଷ ଓ ବନ୍ୟପ୍ରାଣୀଙ୍କ କଲ୍ୟାଣ ପ୍ରାକୃତିକ ସମନ୍ୱୟର ଅବିଚ୍ଛେଦ୍ୟ ଅଂଶ। ‌ତେଣୁ…

ବିଜେପି କାର୍ଯ୍ୟାଳୟରେ ରୁଦ୍ଧଦ୍ବାର ବୈଠକ: ସାଙ୍ଗଠନିକ ନିଯୁକ୍ତି ଓ ପରିସ୍ଥିତି ନେଇ ବିଚାର

ବିଜେପିର ସାଙ୍ଗଠନିକ ନିଯୁକ୍ତି, ରାଜ୍ୟର ସାମ୍ପ୍ରତିକ ସ୍ଥିତିରେ ଦଳର ଆଭିମୁଖ୍ୟ କ’ଣ ରହିବ, ନୂଆପଡ଼ା ଉପନିର୍ବାଚନରେ କାହାକୁ ପ୍ରାର୍ଥୀ କରାଯିବ ଭଳି ବିଭିନ୍ନ ପ୍ରସଙ୍ଗରେ ଆଜି ବିଜେପିର ବରିଷ୍ଠ ନେତାମାନେ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ଆଜି ସଂଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର…

ତାଳସାରୀ ବେଳାଭୂମିରେ ଜୁଆର ମାଡ଼ରେ ଭାଙ୍ଗି ଗଲା ୧୦ଟି ଅସ୍ଥାୟୀ ଶୌଚାଳୟ ଓ ତିନୋଟି କ୍ୟାବିନ୍

ଜୁଆର ମାଡ଼ରେ ଭାଙ୍ଗିଲା ଶୌଚାଳୟ ଓ ଦୋକାନ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ ଜୁଆର ମାଡ଼ରେ ଭାଙ୍ଗି ଗଲା ୧୦ଟି ଅସ୍ଥାୟୀ ଶୌଚାଳୟ ଓ ତିନୋଟି କ୍ୟାବିନ୍ । ଲଘୁଚାପ ଓ ପୂର୍ଣ୍ଣିମା ପ୍ରଭାବରେ ସମୁଦ୍ର ଜୁଆରିଆ ହେବା ସହ ମଙ୍ଗଳାବର ଅଧ ରାତିରୁ ଉଗ୍ର ରୂପ ଧାରଣ କରିଛି ।…

୧୪ ଫୁଟର ଅହିରାଜ ଉଦ୍ଧାର, ଶିମିଳିପାଳ ଜଙ୍ଗଲରେ ଛାଡିଲେ ବନ ବିଭାଗ

୧୪ ଫୁଟର ଅହିରାଜ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳ ପଦ୍ମପୋଖରୀ ଗାଁ ନିକଟ ବିଲରୁ ବିଶାଳ ଅହିରାଜ ଉଦ୍ଧାର ହୋଇଛି । ଅହିରାଜକୁ ଦେଖି ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଖବର ପାଇ ବନ ବିଭାଗ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ ।…

ବଜ୍ରପାତରେ ଜଳିଗଲା ଲିଙ୍ଗରାଜଙ୍କ  ପତାକା, ଯାଞ୍ଚ ପାଇଁ ପହଞ୍ଚିଲା ASI ଟିମ୍‌

ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । ଖାଲି ପତାକା ନୁହେଁ ବରଂ ସିସିଟିଭି ନଷ୍ଟ ହେବା ସହ ଗର୍ଭଗୃହରେ ଲାଗିଥିବା ବଲ୍‌ବ ମଧ୍ୟ ପୋଡ଼ି ଯାଇଥିବାର ସୂଚନା ମିଳିଛି । ବୁଧବାର ହୋଇଥିବା ବର୍ଷା ଓ ବଜ୍ରପାତରେ ଏପରି ହୋଇଥିବା ଜଣାପଡିଛି । ଆଜି ସକାଳୁ ASIର ୫ ଜଣିଆ ଟିମ ମନ୍ଦିର…

ଟେକ୍ ଅଫ୍ ସମୟରେ ରନଓେ୍ବରୁ ଖସିଲା ପ୍ରାଇଭେଟ ଜେଟ୍, ସମସ୍ତ ଯାତ୍ରୀ ଏବଂ ପାଇଲଟ ସୁରକ୍ଷିତ

ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ ରନୱେରୁ ଖସି ବୁଦା ଭିତରକୁ ପଶିଯାଇଥିଲା । ଏହା ଫଳରେ ସମସ୍ତ ଯାତ୍ରୀ ଏବଂ ଦୁଇଜଣ ପାଇଲଟ୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିରେ…

ରାୟଗଡା ପୌରସଂସ୍ଥା ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଘଟଣାରେ ୧୯ କାଉନସିଲର ଏକାଠି ,୨ ପ୍ଲାଟୁନ ପୁଲିସ…

ରାୟଗଡା ପୌରପରିଷଦର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଦେବାକୁ ଗୁରୁବାର ପ୍ରଶାସନ ତାରିଖ ଧାର୍ଯ୍ୟ କରିଥିବା ବେଳେ ବିଜେଡିର ୧୯ କାଉନସିଲର ଏକାଠି ହୋଇ ଯାଇଥିବା ଦେଖିବାକୁ ମିଳିଛି। ଅନାସ୍ଥା ପ୍ରସ୍ତାବ ସାମ୍ନା କରୁଥିବା ଶୁଭ୍ରା ପଣ୍ଡା ଜିଲ୍ଲା ବିଜେଡି ସଭାପତି…

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ: ମାଲ୍ୟାର୍ପଣ କ‌ଲେ ମୁଖ୍ୟମନ୍ତ୍ରୀ

ଗୁରୁବାର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆୟୋଜନ କରାଯାଇଛି। ବିଧାନସଭା ପରିସରରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଷ୍ପ ମାଲ୍ୟାର୍ପଣ କରିଛନ୍ତି।ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପଞ୍ଚାୟତରାଜ…

ବିଶ୍ବସ୍ତରୀୟ ହେବ ମା’ ସମଲେଶ୍ବରୀ ପୀଠ: ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର ମା’ ସମଲେଶ୍ବରୀ ପୀଠର ସମସ୍ତ କାର୍ଯ୍ୟ ବିଶ୍ବସ୍ତରୀୟ ହେବ। ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ସମଲେଶ୍ବରୀଙ୍କ ପୀଠରେ ବର୍ଷବ୍ୟାପୀ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ଏଥିସହିତ ସମ୍ବଲପୁର ଜିଲ୍ଲାର ମଧ୍ୟ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ପ୍ରସିଦ୍ଧି ରହିଛି।…

ବାଲିଯାତ୍ରା ପଡ଼ିଆ ହେବ ‘ନୋ ଡ୍ରୋନ୍ ଜୋନ୍’,ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ କଟକଣା

ବାଲିଯାତ୍ରା ସମୟରେ ବାଲିଯାତ୍ରା ପଡ଼ିଆଠାରୁ ୫ କି.ମି. ପରିଧି ଭିତରେ ଉଡିପାରିବନି ଡ୍ରୋନ୍।  ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ, ତଳ ଓ ଉପର ବାଲିଯାତ୍ରା ପଡ଼ିଆକୁ ନୋ ଡ୍ରୋନ୍ ଜୋନଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।  ବାଲିଯାତ୍ରା ୫ ନଭେମ୍ବରରୁ ୧୨ ନଭେମ୍ବର ଯାଏ ଚାଲିବ।୬୦ ଏକର ଜାଗାରେ…